Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଆଜିଠୁ କରୋନା ଟିକାକରଣ, ଅନୁଗୁଳ ଜିଲ୍ଲାରେ ପ୍ରସ୍ତୁତି ଶେଷ

16/01/2021 at 9:15 AM

ଅନୁଗୁଳ ୧୬।୦୧: ଆଜିଠାରୁ ସାରାଦେଶରେ ଆରମ୍ଭ ହେଉଛି କରୋନା ଟିକାକରଣ କାର୍ଯ୍ୟକ୍ରମ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ ଜିଲ୍ଲାରେ ୨ଟି ସେଣ୍ଟରରେ କରାଯାଇଛି । ତେବେ ଏହି ଟିକାକରଣ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ମେଡିକାଲ ଏବଂ ବନ୍ତଳା ଡାକ୍ତରଖାନାରେ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି।

ତେବେ ଅନୁଗୁଳ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୫୧୦୦ ଡୋଜ କରୋନା ଭାକସିନ୍‌ ଆସି ପହଞ୍ଚିଛି । ୫ଜଣିଆ ଭାକ୍‌ସିନେସନ ଟିମ୍‌ ସହ ୨୦୧ ଭାକ୍ସିନେଟର ନିୟୋଜତ ହୋଇଛନ୍ତି । ଏହି ଟିକାକରଣରେ ଫ୍ରଣ୍ଟ ଲାଇନ୍‌ ଓ୍ୱାର୍କରଙ୍କ ପ୍ରଥମ କରୋନା ଭାକ୍‌ସିନ୍‌ ଦିଆଯିବ । ଟିକାର ଅଧଘଣ୍ଟାରେ ପାଇଁ ମେଡିକାଲରେ ବିଶ୍ରାମ ନେବେ । ତେବେ କୌଣସି ପ୍ରକାରର ସହାୟତା ପାଇଁ ୨ଟି ହେଲ୍‌ପଲାଇନ୍‌ ନମ୍ବର ଜାରି କରାଯାଇଥିବା ସିଡିଏମ୍‌ଓ କହିଛନ୍ତି। ଟିକା ନେବାପାଇଁ ଭୟ ନକରିବା ପାଇଁ ମଧ୍ୟ କହିଛନ୍ତି ସିଡିଏମ୍‌ଓ ।

   Related Posts