Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ତୃତୀୟ ଲହର ପୂର୍ବରୁ ଟିକା ନେଇଗଲେ ସଂକ୍ରମଣ ହାର ଯଥେଷ୍ଟ କମିଯିବ : ସ୍ବାସ୍ଥ୍ୟ ବିଶେଷଜ୍ଞ

12/07/2021 at 3:54 PM

ଭୁବନେଶ୍ବର ୧୨।୭: କରୋନା ସଂକ୍ରମଣ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ସେ କହିଛନ୍ତି ତ୍ରିପୁରା, ମହାରାଷ୍ଟ୍ରରେ ଗତ ୨ ଦିନ ତଳେ ଦେଖା ଦେଇଥିବା ମାତ୍ରାଧିକ ସଂକ୍ରମଣ ଡେଲଟା ପ୍ଲସ୍ ନୁହେଁ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏ ନେଇ ସ୍ପଷ୍ଟ କରିଛନ୍ତି । ୯୦ ପ୍ରତିଶତ ରୋଗୀ ଡେଲଟା ଭାରିଏଣ୍ଟରେ ଆକ୍ରାନ୍ତ ।  କେରଳରେ ଦେଶର ସବୁଠାରୁ ଅଧିକ ଟେଷ୍ଟିଂ ହେଉଛି ତେଣୁ ରୋଗୀ ଅଧିକ ବାହାରୁଛନ୍ତି ।  

ଆମ ଦେଶକୁ ଏଯାଏଁ ଲାମ୍ବଡା ଭାରିଏଣ୍ଟ ଆସିନି ।  କିନ୍ତୁ ଆମ ଦେଶରେ ଯେମିତି ଏହା ପ୍ରବେଶ ନ କରେ ସେଥିପାଇଁ ଯଥେଷ୍ଟ ବ୍ୟବସ୍ଥା କରିବା ଦରକାର । ଦେଶରେ ଏବେ ଯେଉଁ ଟିକା ମିଳୁଛି ତାହା ସମସ୍ତେ ନେବା ଦରକାର ।  କାରଣ ଆମେ ଏଯାଏଁ ଦ୍ବିତୀୟ ଲହରରେ ସୀମିତ ଅଛୁ ।  ତୃତୀୟ ଲହର ପୂର୍ବରୁ ଟିକା ନେଇଗଲେ, ଏହାର ସଂକ୍ରମଣ ହାର ଯଥେଷ୍ଟ କମିଯିବ ।  ଆଗକୁ ବୁଷ୍ଟର ଡୋଜ୍ କଥା ଚିନ୍ତା କରିବା କଥା ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

   Related Posts