ଦଶମରୁ ଗ୍ରାଜୁଏଟ୍‌ ଓ ପୋଷ୍ଟ ଗ୍ରାଜୁଏଟ୍‌ଙ୍କ ପାଇଁ ବାହାରିଛି ହଜାର ହଜାର ପଦବୀ,ଜାଣନ୍ତୁ କେଉଁଥିରେ ଅଛି କେତେ ଖାଲି ପଦବୀ

Published By : Prameya-News7 Bureau | September 21, 2019 IST

ନୂଆଦିଲ୍ଲୀ - ଏବେ ଦଶମଠାରୁ ଗ୍ରାଜୁଏସନ୍‌ ବା ସ୍ନାତ୍ତକ ପର୍ଯ୍ୟନ୍ତ ବିଭିନ୍ନ ଶ୍ରେଣୀରେ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ଥିବା ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦଶମ, ବିଏସ୍‌ସି, ଏମ୍‌ଏସ୍‌ସି, ବିକମ୍‌ ସହ ଅନ୍ୟ ସ୍ନାତକ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପଦବୀ ପୂରଣ ପାଇଁ ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତିରେ ପ୍ରାର୍ଥୀଙ୍କ ଯୋଗ୍ୟତା, ବୟସ, ମୂଳ ଦରମା, ଅଭିଜ୍ଞତା ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି । ଏଥିସହ ଆବେଦନର ଆରମ୍ଭ ଓ ଶେଷ ତାରିଖ , ଆବେଦନ ପାଇଁ ଆବଶ୍ୟକୀୟ ତଥ୍ୟ ସମ୍ପୃକ୍ତ ଓ୍ବେବସାଇଟରେ ତଥ୍ୟ ପ୍ରଦାନ କରାଯାଇଛି ।

ଆବେଦନ କରିବା ପୂର୍ବରୁ ନିମ୍ନରେ ପ୍ରଦାନ କରାଯାଇଥିବା ତଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ -
Eastern Railway କମର୍ସିଆଲ କ୍ଲର ଓ କ୍ଲର୍କ ପାଇଁ ୨୫୨ ପଦବୀ
SBI ଟ୍ରେନି ପାଇଁ ଗ୍ରାଜୁଏଟ୍‌ ଲେଭଲ ଆବେଦନ
opsc ରେ ଜୁନିୟର ଆସିଷ୍ଟାଣ୍ଟ ପାଇଁ ଆବେଦନ
Indian Post office ଗ୍ରାମୀଣ ପୋଷ୍ଟ ପାଇଁ ୧୦ ହଜାରରୁ ଅଧିକ ପଦବୀ
Central Industrial Security Force ବା ସିଆଇଏସ୍‌ଏଫ୍‌ରେ ୯୧୪ କନେଷ୍ଟବଳ ପଦବୀ
Reserve Bank of India ରେ ୧୯୯ ଅଫିସର ପଦବୀ
THDC,Uttarakhand ଶିକ୍ଷାନବିଶ ବା ଟ୍ରେନି ପାଇଁ ୧୦୦ଟି ପଦବୀ
Northern Railway ମଲ୍ଟି ଟାସ୍କିଂ ଷ୍ଟାଫ ପଦବୀ
Western Railway ଜୁନିୟର ଇଞ୍ଜିନିୟ ଓ ଡିପେ ମ୍ୟାଟେରିଆଲ୍‌ ସୁପରିଟେଣ୍ଡଟ୍‌ର ୧୪୯ ପଦବୀ
NRHM,Maharashtra ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୪ହଜାର ପଦବୀ

Air India ଆସିଷ୍ଟାଣ୍ଟ ସୁପର ଭାଇଜର ପାଇଁ ୧୭୦ ପଦବୀ

Western Railway ସନିୟର କ୍ଲାର୍କ କମ୍‌ ଟାଇପିଷ୍ଟ ପାଇଁ ୯୯ ପଦବୀ

NABARD ରେ ବିକାଶ ଅଧିକାରୀ ବା ଡେପେଲେପମେଣ୍ଟ ଅଫିସର ପଦବୀ
Mumbai Metro ଇଂଜିନିୟର ଠାରୁ ବିଭିନ୍ନ ୧୦୯୩ ପଦବୀ

Bihar Technical Service Commission ରେ ମେଡିକାଲ ଅଫିସର ପାଇଁ ୬ହଜାର ପଦବୀ

RITES,Haryanaଜୁନିଅର ଆସିଷ୍ଟାଣ୍ଟର ୯୬ ଟିପଦବୀ

SAIL,Durgapur ଶିକ୍ଷାବନିଶ ବା ଟ୍ରେନି ପାଇଁ ୯୫ଟି ପଦବୀ

Delhi District Court ପର୍ସନାଲ ଆସଷ୍ଟାଣ୍ଟ ପାଇଁ ୭ ଶହରୁ ଊର୍ଦ୍ଧ୍ୱ ପଦବୀ

MNNIT, Uttar Pradesh ଆସିଷ୍ଟାଣ୍ଟ ପ୍ରଫେସର ୧୧୪ ପଦବୀ

Delhi University ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ୧୦୮ ପଦବୀ
Northern Railway ମଲ୍ଟି ଟାସ୍କିଂ ପାଇଁ ୧୧୮
Indian Ordnance Factory ଟେକ୍ନିସିଆନ ପାଇଁ ୮୭ ପଦବୀ
TN TRB ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ୨ହଜାର

DRDO ଟ୍ରେନିପାଇଁ ୨୫୦ ରୁ ଅଧିକ ପଦବୀ

ISRO ଟେକନିସିଆନ,ଟ୍ରାଫ୍ଟସମ୍ୟାନ ଓ ଟେକନିକାଲ ଆସିଷ୍ଟାଣ୍ଚ ପାଇଁ ୮୬ ପଦବୀ

Southern railway ଦକ୍ଷିଣ ରେଳରେ ଅନେକ ପଦବୀ

NTPC ଇଂଜିନିୟର ୨୦୩ ପଦବୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.