ରେଡ ମୋନାକନିରେ ଏହି ଅଭିନେତ୍ରୀଙ୍କ ବୋଲ୍ଡ ଅନ୍ଦାଜର ଫଟୋ ଭାଇରାଲ : ଦେଖିଲେ ଉଡ଼ିଯିବ ହୋସ୍

Published By : Prameya-News7 Bureau | December 22, 2019 IST

ମୁମ୍ବାଇ ୨୨/୧୨ : ଭୋଜପୁରୀ ଅଭିନେତ୍ରୀ ମୋନାଲିସାଙ୍କ ଇନଷ୍ଟାଗ୍ରାମରେ ୨.୬ମିଲିୟନ୍ ଫଲୋଅର୍ସ ହୋଇଯାଇଛନ୍ତି। ମୋନାଲିସା ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ଫ୍ୟାନଙ୍କୁ ସେୟାର କରିଛନ୍ତି। ମୋନାଲିସା ଏହି ଭିଡିଓରେ ଖୁସି ହୋଇ ରାସ୍ତାରେ ଦୌଡ଼ୁଥିବା ନଜର ଆସିଛନ୍ତି। ମୋନାଲିସା ଓରଫ ଅନ୍ତରା ବିଶ୍ବାସ ଇନଷ୍ଟାଗ୍ରାମରେ ଅଧିକାଂଶ ସମୟରେ ତାଙ୍କ ଫଟୋ ଏବଂ ଭିଡିଓ ସେୟାର କରନ୍ତି।

wp:core-embed/instagram {"url":"https://www.instagram.com/p/B6OGNyoFV2V/","type":"rich","providerNameSlug":"instagram","className":""}
https://www.instagram.com/p/B6OGNyoFV2V/
/wp:core-embed/instagram

 ଭୋଜପୁରୀ ଫିଲ୍ମ ପରେ ଏବେ ସେ ଟିଭି ଜଗତରେ ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ମନ କିଣି ପାରିଛନ୍ତି। ମୋନାଲିସା ନିକଟରେ ସୁଇମିଙ୍ଗ୍ ପୁଲ୍ ପାଖରେ ବସି ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ମୋନାଲିସା ନାଲି ରଙ୍ଗର ମୋନାକନି ପିନ୍ଧି ସନବାଥ ନେଉଥିବା ନଜର ଆସିଛନ୍ତି। ଏହି ଫଟୋରେ ମୋନା ଅତ୍ୟନ୍ତ ହଟ୍ ଲାଗୁଛନ୍ତି।

wp:core-embed/instagram {"url":"https://www.instagram.com/p/B6QEdlgFEe9/","type":"rich","providerNameSlug":"instagram","className":""}
https://www.instagram.com/p/B6QEdlgFEe9/
/wp:core-embed/instagram

ଏହା ପୂର୍ବରୁ ମୋନାଲିସା ଲାଲ ରଙ୍ଗର ଶାଢ଼ୀରେ ହଟ୍ ଫଟୋ ସେୟାର କରିଥିଲେ। ମୋନାଲିସା ଏହି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ।

wp:core-embed/instagram {"url":"https://www.instagram.com/p/B54Tm7slnga/","type":"rich","providerNameSlug":"instagram","className":""}
https://www.instagram.com/p/B54Tm7slnga/
/wp:core-embed/instagram

ମୋନାଲିସା ୧୯୯୭ମସିହାରେ ‘ସତ୍ୟମେବ ଜୟତେ’ ଫିଲ୍ମ ଜରିଆରେ ଭୋଜପୁରୀ ଫିଲ୍ମରେ ଡେବ୍ୟୁ କରିଥିଲେ। ଏହା ପରେ ମୋନାଲିସା ଓରଫ ଅନ୍ତରା ବିଶ୍ବାସ ହିନ୍ଦୀ,ଭୋଜପୁରୀ ସହ ତାମିଲ,ତେଲୁଗୁ ଏବଂ କନ୍ନଡ଼ ଭାଷାରେ ଫିଲ୍ମ କରିଥିଲେ।

{"id":201022,"sizeSlug":"large"}

ମୋନାଲିସା ଏବେ ଷ୍ଟାର ପ୍ଲସର ସୁପରନ୍ୟାଚୁରାଲ ଶୋ ‘ନଜର’ରେ ଡାହାଣୀ ମୋହନା ଭୂମିକାରେ ଅଭିନୟ କରୁଛନ୍ତି।

{"id":201024,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.