୭ ଶହ ଫୁଟ୍ ତଳକୁ ଖସିଲା ବସ୍

Published By : Prameya-News7 Bureau | July 01, 2018 IST

ଉତ୍ତରାଖଣ୍ଡ ନାନିଧନ୍ଦାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି | ୭ ଶହ ଫୁଟ୍ ତଳ ପାହାଡ଼ ଖାଇକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍ | ଦୁର୍ଘଟଣାରେ ୪୨ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି | ଘଟଣାସ୍ଥଳରୁ ଏପର୍ଯ୍ୟନ୍ତ ୨୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି | ଘଟଣାସ୍ଥଳରେ ପହଂଚି ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.