Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

କରୋନା ନେଲା ଆଉ ଜଣେ ବିଜେପି ବିଧାୟକଙ୍କ ଜୀବନ : ଆରପାରିରେ ପୂର୍ବତନ ମନ୍ତ୍ରୀ ଦଲ ବାହାଦୁର କୋରୀ

7/05/2021 at 8:56 AM

ନୂଆଦିଲ୍ଲୀ ୭/୫ : କରୋନାରେ ଚାଲିଗଲାଣି ଅନେକ ହେବିଓ୍ୱେଟ ନେତାଙ୍କ ଜୀବନ । ଉତ୍ତରପ୍ରଦେଶରେ ହଇଚଇ ସୃଷ୍ଟି କରିଛି କରୋନା । ଏହି ପରିପ୍ରେକ୍ଷୀରେ ଆଉ ଜଣେ ନେତାଙ୍କ ଜୀବନ ନେଇଛି କିଲର ଭାଇରସ । ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟକ ଦଲ ବାହାଦୂର କୋରୀଙ୍କ କରୋନାରେ ପରଲୋକ ହୋଇଛି । ନିକଟରେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ ରାଏ ବରେଲିଙ୍କ ସଲୋନ୍ ବିଧାନସଭା ଆସନର ବିଧାୟକ ।

ପରେ ତାଙ୍କୁ ଲକ୍ଷ୍ନୌର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା । ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ଦେହାନ୍ତ ଖବର ଶୁଣି ପୁରା ସଲୋନରେ ଶୋକର ଛାୟା ଖେଳିଯାଇଛି । ଏହାପୂର୍ବରୁ ଓରେୟାର ବିଜେପି ବିଧାୟକ ରମେଶ ଦିୱାକର, ଲକ୍ଷ୍ନୌ ପାଶ୍ଚାତ୍ୟର ବିଧାୟକ ସୁରେଶ ଶ୍ରୀବାସ୍ତବ, କେସର ସିଂ ଗାଙ୍ଗୱାର, ନବାଗଞ୍ଜର ବିଧାୟକ, ବରେଲି ମଧ୍ୟ କରୋନାରୁ ମୃତ୍ୟୁ ବରଣ କରିଛନ୍ତି ।

   Related Posts