କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍ ବ୍ୟବସ୍ଥା, ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ସିଏମ୍‌ସି ନେଲା ପଦକ୍ଷେପ

Published By : Prameya-News7 Bureau | July 01, 2021 IST

କଟକ, ୦୧/୦୭: କଟକରେ ପୁଣି ଆରମ୍ଭ ହେଲା କଣ୍ଟେନମେଣ୍ଟ ଜୋନ୍ ବ୍ୟବସ୍ଥା । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି । ଉତ୍କଳ ବାଳାଶ୍ରମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି କଟକ ମହାନଗର ନିଗମ ।

ସୂଚନା ଅନୁସାରେ ବାଳାଶ୍ରମରୁ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ଏପରି ପଦକ୍ଷେପ ନେଇଛି  କଟକ ମହାନଗର ନିଗମ । ଏନେଇ ପ୍ରଶାସନ ଘୋଷଣା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.