Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ସାମାଜିକ ଦୂରତାରେ ଛତା ଥିଓରି: ଗଞ୍ଜାମ ଜିଲ୍ଲାପାଳଙ୍କ ମେସେଜ- ମୁହଁରେ ମାସ୍କ ଓ ମୁଣ୍ଡରେ ଛତା

30/04/2020 at 10:24 PM

ବ୍ରହ୍ମପୁର୩୦/୪: ଗଞ୍ଜାମ ଜିଲ୍ଲାପାଳଙ୍କ ଆଉ ଏକ ଅଭିନବ ପଦକ୍ଷେପ। କରୋନା ମୁକାବିଲା ପାଇଁ ଜିଲ୍ଲାବାସୀଙ୍କୁ ଆଉ ଏକ ପରାମର୍ଶ ଦେଇଛନ୍ତି । ଏଣିକି ମାସ୍କ୍ ପରିଧାନ ସହ ଛତା ବ୍ଯବହାର କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି। ଛତା ବ୍ଯବହାର କରିବା ଦ୍ବାରା ସାମାଜିକ ଦୂରତ୍ବା ରକ୍ଷା କରାଯାଇପାରିବ। ଏ ନେଇ ଟୁଇଟ୍ ମାଧ୍ଯମରେ ନିବେଦନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ।

   Related Posts