Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ବଜାରକୁ ଆସିଲା ଉଷା ବ୍ରାଣ୍ଡର ନୂଆ ଫ୍ୟାନ୍ : ରହିଛି ଆକର୍ଷଣୀୟ ଫିଚର୍ସ

20/11/2020 at 8:55 PM

ନୂଆଦିଲ୍ଲୀ ୨୦/୧୧ : ଭାରତର ଅଗ୍ରଣୀ କଞ୍ଜ୍ୟୁମର୍ ଡ୍ୟୁରାବୁଲ୍ ବ୍ରାଣ୍ଡ୍ ତଥା ଫ୍ୟାନ୍ ବର୍ଗରେ ଅଗ୍ରଣୀ କମ୍ପାନୀ ଉଷା ଇଣ୍ଟରନ୍ୟାସନାଲ୍ ପକ୍ଷରୁ ସିଲିଂ ଫ୍ୟାନ୍ ବର୍ଗରେ ଏକାଧିକ ଉତ୍ପାଦ ବଜାର ପ୍ରବେଶ କରିଛି । ନୂତନ ସିଲିଂ ଫ୍ୟାନ୍ ବର୍ଗରେ ସୁଇଫ୍ଟ୍ ଆଲ୍‌ଫା, ବ୍ଲୁମ୍ ବେଲ ଫ୍ଲାୱାର, ଏରୋଷ୍ଟ୍ରଙ୍ଗ୍ ଏବଂ ହେଲେୟସ୍ ଫ୍ୟାନ୍ ସିରିଜ୍ ରହିଛି । ଏଗୁଡ଼ିକ ଦେଖିବାକୁ ବେଶ୍ ଆକର୍ଷଣୀୟ । ସୁଇଫ୍ଟ ଆଲ୍‌ଫା ଏବଂ ସୁଇଫ୍ଟ୍ ଆଲ୍‌ଫା କ୍ରୋମ୍ ଫ୍ୟାନ୍‌କୁ ଉଷାର ସୁଇଫ୍ଟ୍ ଫ୍ୟାନ୍ ସିରିଜ୍‌ରେ ସାମିଲ କରାଯାଇଛି ।

ଉଷା ସୁଇଫ୍ଟ ଭାରତରେ ୧ ନମ୍ବର ସିଲିଂ ଫ୍ୟାନ୍ । ଏହି ସିରିଜର ଅପ୍ ଗ୍ରେଡ୍ କରି କମ୍ପାନୀ ପକ୍ଷରୁ ଏହି ଦୁଇ ଫ୍ୟାନ୍‌ର ବଜାର ପ୍ରବେଶ କରାଯାଇଛି । ସୁଇଫ୍ଟ ଆଲ୍‌ଫା ଏବଂ ସୁଇଫ୍ଟ୍ ଆଲ୍‌ଫା କ୍ରୋମ ମିନିଟ୍ ପିଛା ୨୧୦ କ୍ୟୁବିକ୍ ମିଟର ଏୟାର ଡେଲିଭରୀ କରିବାକୁ ସକ୍ଷମ ଏବଂ ଲୋ-ଭୋଲଟେଜ୍ ଯୁକ୍ତ । ଏହି ଫ୍ୟାନ୍ ଦ୍ୱୟର ସ୍ପିଡ୍ ୩୫୦ ଆର୍‌ପିଏମ୍ ରହିଛି ଏବଂ ଏହା ଦୀର୍ଘସ୍ଥାୟୀ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ସୁଇଫ୍ଟ ଆଲ୍‌ଫା ଏବଂ ସୁଇଫ୍ଟ୍ ଆଲ୍‌ଫା କ୍ରୋମ ଭାରତୀୟ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏହି ଫ୍ୟାନ୍ ମେଟ୍ ବ୍ରାଉନ୍‌, ସ୍ମୋକ୍ ଗ୍ରେ, ସ୍ମୋକ୍ ବ୍ରାଉନ୍‌, ରିଚ୍ ହ୍ୱାଇଟ୍ ଏବଂ ରିଚ୍ ଆଇଭରୀ ଆଦି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି । ବ୍ଲୁମ୍ ବେଲ୍‌ଫ୍ଲାୱାର ଊଷାର ବ୍ଲୁମ୍ ସିରିଜ୍‌ର ନୂଆ ବ୍ରାଣ୍ଡ ଭାବେ ବଜାର ପ୍ରବେଶ କରିଛି । ଏହା ସ୍ପାର୍କଲ ବ୍ଲାକ୍ ଏବଂ ମାରୁନ୍‌, ସ୍ପାର୍କଲ ବ୍ରାଉନ୍ ଏବଂ ଗୋଲ୍ଡ ତଥା ସ୍ପାର୍କଲ ହ୍ୱାଇଟ୍ ଏବଂ ସିଲଭର ଆଦି ୩ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି । ଏହାର ସୁଇପ୍ କ୍ଷମତା ୧୩୦୦ମିମି ଏବଂ ସ୍ପିଡ୍ ୩୦୦ ଆର୍‌ପିଏମ୍ ରହିଛି । ଏଥିରେ ଲାଗିଥିବା ସ୍ୱତନ୍ତ୍ର ବ୍ଲେଡ୍ ଶ୍ରେଷ୍ଠତମ ଏୟାର ଡେଲିଭରୀ କରିପାରେ ଏବଂ ଏଥିରେ ସେଲ୍ଫ୍ ଆଂଟି-ଜର୍ମ ନାନୋ ଟେକ୍ଟୋଲୋଜି ରହିଛି । ମିନିଟ୍ ପିଛା ଏହା ୨୫୦ କ୍ୟୁବିକ୍ ମିଟର ଏୟାର ଡେଲିଭରୀ କରିଥାଏ । ଡଷ୍ଟ୍‌, ଅଏଲ୍‌, ୱାଟର, ସ୍କ୍ରାଚ୍ ଏବଂ ଷ୍ଟେନ୍ ରିଜିଷ୍ଟାନ୍ସ ଜ୍ଞାନକୌଶଳ ଯୁକ୍ତ ଏହି ଫ୍ୟାନରେ ୧୬ ପୋଲ୍ ହାଇ ଟର୍କ ରହିଛି । ଏଥିରେ ୧୦୦ ପ୍ରତିଶତ କପର ମୋଟର ରହିଛି ।

   Related Posts