Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଅଣ୍ଡାକୁ ଏହି ଉପାୟରେ ଖାଇଲେ ମିଳିଥାଏ ଅଧିକ ଶକ୍ତି…

30/09/2019 at 9:00 PM

ଅଣ୍ଡା ଏକ ସ୍ୱାଦିଷ୍ଟ ଖାଦ୍ୟ। ବିଭିନ୍ନ ଉପାୟରେ ଅଣ୍ଡାକୁ ଲୋକମାନେ ଖାଇଥାନ୍ତି। ଏଥିରୁ ପ୍ରଚୁର ପରିମାଣରେ ପୋଷକ ତତ୍ୱ ମିଳିଥାଏ। ଅଣ୍ଡାକୁ ସଠିକ ଭାବେ ଖାଇଲେ ସ୍ୱାସ୍ଥ୍ୟପ୍ରତି ହିତକର ହୋଇଥାଏ। ତେଣୁ ଅଣ୍ଡା ଅତ୍ୟଧିକ ମାତ୍ରାରେ ଖାଇବା ସ୍ବାସ୍ଥ୍ୟପ୍ରତି ଠିକ୍‌ ନୁହେଁ। ତେବେ ଆସନ୍ତୁ ଜାଣିବା ଅଣ୍ଡା ଖାଇବାର ପ୍ରଣାଳୀ, ଆଉ କେଉଁ ଉପାୟରେ ଖାଇବେ।

ଦୈନିନ୍ଦିନ ଆପଣ ଅଣ୍ଡା ଖାଇ ପାରିବେ କିନ୍ତୁ ଠିକ୍ ପରିମାଣରେ ଖାଇବେ। ତେବେ ଋତୁ ଅନୁସାରେ ଅଣ୍ଡା ଠିକ ପରିମାଣରେ ଖାଇବା ଉଚିତ୍‌। ଯଦିଗ୍ରୀଷ୍ମ ପ୍ରଧାନ ଅଞ୍ଚଳର ହୋଇଥିଲେ ତେବେ ଦିନକୁ ୨ଟି ଅଣ୍ଡା ଖାଇ ପାରିବେ। ସକାଳ ଖାଦ୍ୟରେ ଓ ମଧ୍ୟାହ୍ନ ଭୋଜନରେ ଗୋଟେ ଅଣ୍ଡା ଖାଇବେ ପାରବେ। ସେହିପରି ଥଣ୍ଡା ଦିନରେ ୧ ବା ୨ଟି ଅଧିକ ଖାଇ ପାରିବେ। ଅଧିକ ଅଣ୍ଡା ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜି ଥାଏ।

ଏହାସହ ଓଜନ ବଢିବା ସହ ଏଲର୍ଜିର ବି ସମ୍ଭାବନା ଥାଏ। ଏଣୁ ଅଣ୍ଡାକୁ ସଠିକ ପରିମାଣରେ ଓ ସଠିକ ସମୟରେ ଖାଇଲେ ଏହା ସ୍ୱାସ୍ଥ୍ୟ ନିମନ୍ତେ ହିତକର ହେବା ସହ ଶରୀରକୁ ପ୍ରଚୁର ଶକ୍ତି ପ୍ରଦାନ କରିଥାଏ। ସକାଳେ ୱାର୍କଆଉଟ୍ ପରେ ଜଳଖିଆରେ ଅଣ୍ଡା ଖାଇଲେ ଦିନ ତମାମ ଫୁର୍ତ୍ତି ରହିଥାନ୍ତି।  ମଧ୍ୟାହ୍ନ ଭୋଜନରେ ଖାଇଲେ ଖାଦ୍ୟ ହଜମ ହେବାରେ ସହଜ ହୋଇଥାଏ। ଶୀତ ଦିନେ ଦେହକୁ ଗରମ ରଖିବାରେ ଅଣ୍ଡା ସହାୟକ ହୁଏ । ଅଣ୍ଡାକୁ ଭୁଜିଆ,ଅମଲେଟ୍, ପୋଚ୍ ଅଥବା ସିଝାଇ ଆପଣ ଖାଇ ପାରିବେ।

   Related Posts