Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

୪୫ସେକେଣ୍ଡ ଯାଏଁ ଦବାନ୍ତୁ ମୁଣ୍ଡର ଏହି ପଏଣ୍ଟ : ତା’ପରେ ଦେଖିବେ ଚମତ୍କାର

4/07/2019 at 3:01 PM

ଆଜିକାଲି ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ କେବଳ ଔଷଧ ଖାଇ ବଞ୍ଚିଥାଆନ୍ତି। ଏହାର ସବୁଠୁ ବଡ଼ କାରଣ ହେଉଛି ଲୋକଙ୍କର ବିଶୃଙ୍ଖଳିତ ଖାଦ୍ୟଶୈଳୀ ଏବଂ ପରିଶ୍ରମର ଅଭାବ। ଯଦି ଔଷଧ ପରିବର୍ତେ୍ ଯୋଗ ଏବଂ ଆକ୍ୟୁପ୍ରେସର ବ୍ୟବହାର କରାଯିବ ତେବେ ଆପଣ ସମସ୍ତ ପ୍ରକାର ରୋଗରୁ ସୁରକ୍ଷିତ ରହିବେ। ସର୍ଜରୀରେ ହେଉଥିବା ଚିକିତ୍ସା ବଦଳରେ ଯଦି ଆକ୍ୟୁପ୍ରେସର ସାହାଯ୍ୟରେ ଯନ୍ତ୍ରଣା ବିହୀନ ଚିକିତ୍ସା କରାଯାଏ ତେବେ ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଉତ୍ତମ ହେବ।

ଆକ୍ୟୁପ୍ରେସରର କୈାଣସି ପାର୍ଶ୍ବ ପ୍ରତିକ୍ରିୟା ନଥାଏ ଏବଂ ଏଥିପାଇଁ କୈାଣସି ସମସ୍ୟା ମଧ୍ୟ ହୋଇନଥାଏ। ଆକ୍ୟୁପ୍ରେସରରେ ହେଉଥିବା ଚିକିତ୍ସା ପାଇଁ ଅଧିକ ସମୟ ନେଇଥାଏ ଏବଂ ଭଲ ପରିଣାମ ଦେଖାଇଥାଏ। ଏହି ଚିକିତ୍ସା ସର୍ଜରି ଭଳି ଶୀଘ୍ର ପ୍ରଭାବ ଦେଖାଇନଥାଏ। ଏପରି ପରିସ୍ଥିତିରେ ପ୍ରତ୍ୟେକ ରୋଗୀଙ୍କୁ ଆକ୍ୟୁପ୍ରେସର ଚିକିତ୍ସା ସମୟରେ ଧୈର୍ଯ୍ୟ ରଖିବା ଉଚିତ୍। ଏହି ଚିକିତ୍ସାକୁ ଯଦି ଆପଣ ଜୀବନ ସାରା କରିବେ ତେବେ ଆପଣ ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇଯିବେ।

ଏଥିପାଇଁ ଆଜି ଆମେ ଆପଣଙ୍କୁ ଆକ୍ୟୁପ୍ରେସରର ଏକ ଏପରି ପ୍ରସିଦ୍ଧ ଚିକିତ୍ସା କହିବା ଯାହା ଆପଣଙ୍କ ଅତ୍ୟନ୍ତ କାମରେ ଆସିବ।

ଏହି ଚିକିତ୍ସା ପାଇଁ ସର୍ବପ୍ରଥମେ ଆପଣଙ୍କୁ ନିଜର ତର୍ଜନୀ ଆଙ୍ଗୁଳିକୁ ନିଜର ଆଇବ୍ରୋ ମଝିରେ ରଖିବାକୁ ହେବ। ଏହା ପରେ ଏହି ପଏଣ୍ଟକୁ ଅତି କମରେ ୪୫ସେକେଣ୍ଡ ଯାଏଁ ଘଷିବାକୁ ହେବ। କିନ୍ତୁ ଏହି କଥା ପ୍ରତି ଧ୍ୟାନ ରଖନ୍ତୁ ଯେ ଜୋରରେ ଏହି ପଏଣ୍ଟକୁ ଦବାନ୍ତୁ ନାହିଁ। ଏହି ପଏଣ୍ଟକୁ ଦବାଇବା ଦ୍ବାରା ଶରୀରରେ ରକ୍ତ ସଞ୍ଚାରଣ ବଢ଼ିଥାଏ। ପ୍ରକୃତରେ ମୁଣ୍ଡର ଏହି ପଏଣ୍ଟରେ ମଧ୍ୟ ମାଂସପେଶୀ ରହିଥାଏ,ଯାହା ଆମର ଅବସାଦ ଜନିତ ସେନ୍ସ ସହ ଜଡ଼ିତ ହୋଇଥାଏ,ସେଥିପାଇଁ ଏପରି ପରିସ୍ଥିତିରେ ଏହାକୁ ଘଷିବା ଦ୍ବାରା ଅବସାଦରୁ ମୁକ୍ତି ମିଳିଥାଏ।

   Related Posts