Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ

23/04/2018 at 9:41 AM

ଅନୁଗୁଳ କଣିହାଁ ଥାନାରେ ଉଷସୀ ଦେଲେ ଏତଲା
ଡେରେଙ୍ଗ ଗାଁରେ ଯାତ୍ରା ଚାଲିଥିବା ବେଳେ ଅସଦାଚରଣ
ସ୍ଥାନୀୟ କିଛି ଯୁବକ ଅସଦାଚରଣ କରିଥିବା ଅଭିଯୋଗ
ଉଷସୀଙ୍କୁ ଗାଳିଗୁଲଜ କରିବା ସହ ଗାଡି ଭଙ୍ଗାରୁଜା
ଇନ୍ଦ୍ରମଣି ସାହୁ ଓ ତାଙ୍କ ୨ ପୁଅଙ୍କ ନାଁରେ ଥାନାରେ ମାମଲା
ତଦନ୍ତ କରୁଛି କଣିହାଁ ଥାନା ପୋଲିସ

Leave a Reply

   Related Posts