ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ
23/04/2018 at 9:41 AM

ଅନୁଗୁଳ କଣିହାଁ ଥାନାରେ ଉଷସୀ ଦେଲେ ଏତଲା
ଡେରେଙ୍ଗ ଗାଁରେ ଯାତ୍ରା ଚାଲିଥିବା ବେଳେ ଅସଦାଚରଣ
ସ୍ଥାନୀୟ କିଛି ଯୁବକ ଅସଦାଚରଣ କରିଥିବା ଅଭିଯୋଗ
ଉଷସୀଙ୍କୁ ଗାଳିଗୁଲଜ କରିବା ସହ ଗାଡି ଭଙ୍ଗାରୁଜା
ଇନ୍ଦ୍ରମଣି ସାହୁ ଓ ତାଙ୍କ ୨ ପୁଅଙ୍କ ନାଁରେ ଥାନାରେ ମାମଲା
ତଦନ୍ତ କରୁଛି କଣିହାଁ ଥାନା ପୋଲିସ
Related Posts
୨୪ କେଜି ଚୋରା ଗଞ୍ଜେଇ ଜବତ, ନିଶା ବେପାରୀ ଗିରଫ
25 February 2021
ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର
25 February 2021
ସ୍କର୍ପିଓ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା, ୬ ଗୁରୁତର
25 February 2021