Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||

ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ

24/10/2020 at 9:56 AM

ନୂଆଦିଲ୍ଲୀ ୨୪/୧୦: ଆମେରିକାର ଅଲବାମାରେ ଆମେରିକୀୟ ନୌସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।  ଏହି ଦୁର୍ଘଟଣରେ ଦୁଇ ଜଣ ପାଇଲଟ ପ୍ରାଣ ହରାଇଛନ୍ତି। ଆମେରିକା ନାଭି ଅନୁସାରେ ଶୁକ୍ରବାର ନାଭି T-6B Texan IIର ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି। ଅଲବାମାର ଏକ ଛୋଟ ଇଲାକାରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ୟୁଏସ ନାଭି ମୃତ ପାଇଲଟ ନାଁ ପ୍ରକାଶ କରିବାକୁ ସ୍ପଷ୍ଟ ମନା କରିଛି।

ୟୁଏସ ନାଭି ଅନୁସାରେ ଏହା ଏକ ଟ୍ରେନିଂ ବିମାନ ଥିଲା। ଯେଉଁଥି​‌ରେ ଦୁଇ ଜଣ ପାଇଲଟଙ୍କ ପାଇଁ ବସିବା ଜାଗା ଥିଲା। ପବନରୁ ୩୦ ମାଇଲ ଦୂରତ୍ବରେ ଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏବେ ଘଟଣାର ତଦନ୍ତ କରାଯାଉଛି। ନୌସେନାର ସ୍ଥାନୀୟ ଅଧିକାରୀ ତଦନ୍ତରେ  ପୂଣ୍ଣ ସହଯୋଗ କରୁଛନ୍ତି।

ମୃତ ପାଇଲଟଙ୍କ ସମ୍ପର୍କକୀଙ୍କୁ ଘଟଣା ବାବଦରେ ଅବଗତ କରାଯାଇଛି। ବିମାନ ଦୁର୍ଘଟଣା ଯୋଗୁ ଗୋଟିଏ ଘରେ ମଧ୍ୟ ନିଆଁ ଲାଗିଛି। ମାତ୍ର ଏଥିରେ କେହି ହେଲେ ଆହତ ହୋଇ ନାହାନ୍ତି। T-6B Texan II ବିମାନ ସାଧାରଣତଃ ଟ୍ରେନିଂ ପାଇଲଟ ଦ୍ବାରା ବ୍ୟବହାର ପାଇଁ ଆସିଥାଏ।

   Related Posts