Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ପୁଣି ଚର୍ଚ୍ଚାରେ ଉର୍ବଶୀ ରୌତେଲା, ‘ଭର୍ସେସ୍ ବେବି’ ରେ ପିନ୍ଧିଥିବା ଡ୍ରେସର ମୂଲ୍ୟ ୧୫ କୋଟି

18/05/2021 at 3:41 PM

ନୂଆଦିଲ୍ଲୀ ୧୮/୦୫: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ତାଙ୍କ ମୂଲ୍ୟବାନ ଡ୍ରେସ୍ କୁ ନେଇ ପୁଣି ଥରେ ଚର୍ଚ୍ଚାରେ । ବାସ୍ତବରେ ଉର୍ବଶୀଙ୍କ ପ୍ରଥମ ଇଣ୍ଟରନେସ୍ନାଲ୍ ଗୀତ ‘ଭର୍ସେସ୍ ବେବି’ ରିଲିଜ୍ ହୋଇଥିବାବେଳେ ଏହି ଗୀତରେ ଉର୍ବଶୀ ପିନ୍ଧିଥିବା ଡ୍ରେସ୍ ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରୁଛି। ଅଭିନେତ୍ରୀ ଏହି ଗୀତରେ ଇଜିପ୍ଟର ସୁପରଷ୍ଟାର ମହମ୍ମଦ ରମଦାନଙ୍କ ସହ ନଜର ଆସିଛନ୍ତି।

PunjabKesari

ଏହି ଗୀତରେ ଉର୍ବଶୀଙ୍କ ଶୈଳୀ ଲୋକମାନଙ୍କୁ ବେଶ ପସନ୍ଦ ଆସୁଛି, ଏହି ସମୟରେ ତାଙ୍କୁ ଏକ ସୁନ୍ଦର ବଡିକୋନ୍ ଡ୍ରେସରେ ଦେଖିବାକୁ ମିଳୁଛି, ଯେଉଁଥିରେ ସେ ବହୁତ ବୋଲ୍ଡ ଦେଖାଯାଉଛନ୍ତି । ଏଥିସହିତ ଏହି ଡ୍ରେସ୍ ମଧ୍ୟ ଆଲୋଚନାର ବିଷୟ ପାଲଟିଛି କାରଣ ଏହାର ମୂଲ୍ୟ ୧୫ କୋଟି ବୋଲି କୁହାଯାଉଛି ।

‘ଭର୍ସେସ୍ ବେବି’ ଗୀତରେ ଉର୍ବଶୀଙ୍କୁ ଏକ ନେଭି ବ୍ଲୁ ରଙ୍ଗର ବଡିକୋନ୍ ଡ୍ରେସ ବ୍ୟତୀତ ଏକ ନାଲି ରଙ୍ଗର ବଡିକୋନ୍ ଡ୍ରେସରେ ମଧ୍ୟ ଦେଖିବାକୁ ମିଳିଛି, ଏହା ବ୍ୟତୀତ ସେ ସୁଇମିଂ ପୁଲରେ ଏକ ବେଜ ରଙ୍ଗର ବିକିନିରେ ମଧ୍ୟ ନଜର ଆସିଛନ୍ତି । ତାଙ୍କର ସମସ୍ତ ଡ୍ରେସ୍ ଡିଜାଇନର୍ ଡୋଣ୍ଟିଲା ଭର୍ସେସ୍ ନିଜେ ଡିଜାଇନ୍ କରିଛନ୍ତି, ଯାହାର ମୋଟ ମୂଲ୍ୟ ୧୫ କୋଟି ବୋଲି କୁହାଯାଉଛି । ସୂଚନା ଅନୁଯାୟୀ, ଏହି ୬ ମିନିଟର ଭିଡିଓରେ ଉର୍ବଶୀ ରୌତେଲାଙ୍କ ଡ୍ରେସ୍ ଡିଜାଇନ୍ କରିବାକୁ ପ୍ରାୟ ୧ ବର୍ଷ ସମୟ ଲାଗିଛି ।

   Related Posts