Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ବ୍ଲାକ୍ ହାଇସ୍ଲିଟ୍ ଗାଉନ୍ ପରେ ଏବେ ରେଡ ଆଉଟଫିଟରେ ବୋଲ୍ଡ: ଇଣ୍ଟରନେଟରେ ପୂରା ହଟ୍ ଅଭିନେତ୍ରୀ

8/02/2020 at 11:59 AM

ମୁମ୍ବାଇ ୮/୨: ଫିଲ୍ମରେ ଉର୍ବଶୀ ରୌତେଲାଙ୍କ ବୋଲ୍ଡ ଅନ୍ଦାଜ ତ ଆପଣମାନେ ଦେଖିଥିବେ। ଏହା ବ୍ୟତୀତ ସୋଶିଆଲ ମିଡିଆରେ ସେ ତାଙ୍କ ଲୁକ୍ ପାଇଁ ଛାଇ ରୁହନ୍ତି। ଭାଲେଣ୍ଟାଇନ୍ ସପ୍ତାହ ଆରମ୍ଭ ହୋଇଗଲାଣି। ଫେବୃୟାରୀ ୭ତାରିଖ ରୋଜ୍ ଡେ ପାଳନ କରାଯାଇଥାଏ। ଏହି ଅବସରରେ ଷ୍ଟାରଙ୍କୁ ରେଡ ଆଉଟଫିଟରେ ଦେଖିବାକୁ ମିଳୁଛି। ଅଭିନେତ୍ରୀ ଉର୍ବଶୀ ରୌତେଲା ରେଡ ଡ୍ରେସରେ କିଛି ଫଟୋ ସେୟାର କରିଛନ୍ତି।

ଉର୍ବଶୀ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି ଯାହା ଜୋର ସୋରରେ ଭାଇରାଲ୍ ହେବାକୁ ଲାଗିଛି। ଫଟୋରେ ତାଙ୍କ ବୋଲ୍ଡ ଅନ୍ଦାଜ ଦେଖିବାକୁ ମିଳିଛି।

ଅଭିନେତ୍ରୀ ତାଙ୍କ କ୍ୟାପସନରେ ଲେଖିଛନ୍ତି- ନିଜ ସେଲ୍ଫି ମୁଁ ନାସାକୁ ପଠାଉଛି କାରଣ ମୁଁ ସୂର୍ଯ୍ୟ।

ଏହା ବ୍ୟତୀତ ଉର୍ବଶୀ ତାଙ୍କର କିଛି ଫଟୋ ବ୍ଲାକ୍ ଆଉଟଫିଟ୍ ପିନ୍ଧି ସେୟାର କରିଛନ୍ତି। ଏହି ଫଟୋରେ ସେ ବ୍ଲାକ୍ ସ୍ଲିଭଲେସ୍ ଗାଉନ୍ ପିନ୍ଧି ନଜର ଆସିଛନ୍ତି।

ଉର୍ବଶୀ କ୍ୟାପ୍ସନରେ ଲେଖିଛନ୍ତି ଯେ – ମୁଁ ଚାହୁଁଛି ଯେ ସମସ୍ତେ ମୋତେ ସେହିଭଳି ଭାବେ ଦେଖନ୍ତୁ ଯେପରି ମୁଁ ଚକୋଲେଟ୍ କେକ୍ ଭଳି ଦେଖାଯାଏ।

ଭ୍ୟାଲେଣ୍ଟାଇନ୍ ସପ୍ତାହରେ ଷ୍ଟାରମାନେ ଖୁବ୍ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସୁଛନ୍ତି। ରୋଜ ଡେ ର ଖାସ୍ ଅବସରରେ ଉର୍ବଶୀଙ୍କ ଏହି ଫଟୋଶୁଟ୍ ତାଙ୍କ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଛି।

କାମ କଥା କହିବା ଯଦି କିଛି ଦିନ ତଳେ ଉର୍ବଶୀ କମେଡି ଫିଲ୍ମ ‘ପାଗଲପନ୍ଥୀ’ ଫିଳ୍ମରେ ନଜର ଆସିଥିଲେ। ସେ ଫିଲ୍ମରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରିଥିଲେ।

   Related Posts