ବ୍ଲାକ୍ ହାଇସ୍ଲିଟ୍ ଗାଉନ୍ ପରେ ଏବେ ରେଡ ଆଉଟଫିଟରେ ବୋଲ୍ଡ: ଇଣ୍ଟରନେଟରେ ପୂରା ହଟ୍ ଅଭିନେତ୍ରୀ

Published By : Prameya-News7 Bureau | February 08, 2020 IST

ମୁମ୍ବାଇ ୮/୨: ଫିଲ୍ମରେ ଉର୍ବଶୀ ରୌତେଲାଙ୍କ ବୋଲ୍ଡ ଅନ୍ଦାଜ ତ ଆପଣମାନେ ଦେଖିଥିବେ। ଏହା ବ୍ୟତୀତ ସୋଶିଆଲ ମିଡିଆରେ ସେ ତାଙ୍କ ଲୁକ୍ ପାଇଁ ଛାଇ ରୁହନ୍ତି। ଭାଲେଣ୍ଟାଇନ୍ ସପ୍ତାହ ଆରମ୍ଭ ହୋଇଗଲାଣି। ଫେବୃୟାରୀ ୭ତାରିଖ ରୋଜ୍ ଡେ ପାଳନ କରାଯାଇଥାଏ। ଏହି ଅବସରରେ ଷ୍ଟାରଙ୍କୁ ରେଡ ଆଉଟଫିଟରେ ଦେଖିବାକୁ ମିଳୁଛି। ଅଭିନେତ୍ରୀ ଉର୍ବଶୀ ରୌତେଲା ରେଡ ଡ୍ରେସରେ କିଛି ଫଟୋ ସେୟାର କରିଛନ୍ତି।

{"id":221773,"width":590,"height":563,"sizeSlug":"large"}

ଉର୍ବଶୀ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି ଯାହା ଜୋର ସୋରରେ ଭାଇରାଲ୍ ହେବାକୁ ଲାଗିଛି। ଫଟୋରେ ତାଙ୍କ ବୋଲ୍ଡ ଅନ୍ଦାଜ ଦେଖିବାକୁ ମିଳିଛି।

{"id":221775,"width":593,"height":333,"sizeSlug":"large"}

ଅଭିନେତ୍ରୀ ତାଙ୍କ କ୍ୟାପସନରେ ଲେଖିଛନ୍ତି- ନିଜ ସେଲ୍ଫି ମୁଁ ନାସାକୁ ପଠାଉଛି କାରଣ ମୁଁ ସୂର୍ଯ୍ୟ।

{"id":221776,"width":588,"height":336,"sizeSlug":"large"}

ଏହା ବ୍ୟତୀତ ଉର୍ବଶୀ ତାଙ୍କର କିଛି ଫଟୋ ବ୍ଲାକ୍ ଆଉଟଫିଟ୍ ପିନ୍ଧି ସେୟାର କରିଛନ୍ତି। ଏହି ଫଟୋରେ ସେ ବ୍ଲାକ୍ ସ୍ଲିଭଲେସ୍ ଗାଉନ୍ ପିନ୍ଧି ନଜର ଆସିଛନ୍ତି।

{"id":221777,"sizeSlug":"large"}

ଉର୍ବଶୀ କ୍ୟାପ୍ସନରେ ଲେଖିଛନ୍ତି ଯେ - ମୁଁ ଚାହୁଁଛି ଯେ ସମସ୍ତେ ମୋତେ ସେହିଭଳି ଭାବେ ଦେଖନ୍ତୁ ଯେପରି ମୁଁ ଚକୋଲେଟ୍ କେକ୍ ଭଳି ଦେଖାଯାଏ।

{"id":221778,"sizeSlug":"large"}

ଭ୍ୟାଲେଣ୍ଟାଇନ୍ ସପ୍ତାହରେ ଷ୍ଟାରମାନେ ଖୁବ୍ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସୁଛନ୍ତି। ରୋଜ ଡେ ର ଖାସ୍ ଅବସରରେ ଉର୍ବଶୀଙ୍କ ଏହି ଫଟୋଶୁଟ୍ ତାଙ୍କ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଛି।

{"id":221779,"sizeSlug":"large"}

କାମ କଥା କହିବା ଯଦି କିଛି ଦିନ ତଳେ ଉର୍ବଶୀ କମେଡି ଫିଲ୍ମ ‘ପାଗଲପନ୍ଥୀ’ ଫିଳ୍ମରେ ନଜର ଆସିଥିଲେ। ସେ ଫିଲ୍ମରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରିଥିଲେ।

{"id":221781,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.