Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

ଅନଲାଇନ୍ ଡ୍ୟାନ୍ସ କ୍ଲାସରୁ ୫କୋଟି ଟଙ୍କା ଆୟ କଲେ ଉର୍ବଶୀ ରୌତେଲା : କରୋନା ଯୋଦ୍ଧାଙ୍କୁ କଲେ ଦାନ

13/05/2020 at 1:55 PM

ମୁମ୍ବାଇ ୧୩/୫: ଲକଡାଉନ୍ ଯୋଗୁଁ ସମସ୍ତ ଷ୍ଟାର ଏବେ ସୋସିଆଲ୍ ମିଡିଆ ଜରିଆରେ ନିଜ ଫ୍ୟାନ୍ସଙ୍କୁ ସଚେତନ କରିବାରେ ଏବଂ ଏଣ୍ଟରଟେନ୍ କରିବାରେ ଜୁଟିଛନ୍ତି। କେତେକ ସେଲିବ୍ରିଟି ଅଭାବୀ ଲୋକଙ୍କୁ ସାହାଯ୍ୟ କରୁଥିବାବେଳେ କେତେକ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡରେ ନିଜର ଯୋଗଦାନ ଦେଉଛନ୍ତି। ଏହି ସଙ୍କଟମୟ ସମୟରେ ଅଭିନେତ୍ରୀ ଉର୍ବଶୀ ରୌତେଲା ମଧ୍ୟ କରୋନା ଯୋଦ୍ଧାଙ୍କ ପାଇଁ ୫କୋଟି ଟଙ୍କାର ଡୋନେସନ୍ ଦେଇଛନ୍ତି।

ନିକଟରେ ଉର୍ବଶୀ ରୌତେଲା କରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରିବା ପାଇଁ ଇନଷ୍ଟାଗ୍ରାମ​‌ରେ ଅନଲାଇନ୍ ଡାନ୍ସ କ୍ଲାସ୍ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ୧୮କୋଟି ଲୋକଙ୍କୁ ଯୋଡ଼ି ଉର୍ବଶୀ ୫କୋଟି ଟଙ୍କା ଜୁଟାଇଛନ୍ତି। ଡାନ୍ସ ସେଶନରୁ ଜମା କରିଥିବା ଟଙ୍କାରୁ ସେ କ୍ରାଇ ଫାଉଣ୍ଡେସନ୍ ଏବଂ ସ୍ବଦେଶ ଫାଉଣ୍ଡେସନକୁ ସାହାଯ୍ୟ କରିଛନ୍ତି ଯାହା ଏବେ କରୋନାର ଫ୍ରଣ୍ଟଲାଇନ୍ ଓ୍ବାର୍କରଙ୍କ ପାଇଁ କାମ କରୁଛି। ଉର୍ବଶୀ ଅନଲାଇନ୍ ଟ୍ରେନିଂ ଦେଇ ଜୁମ୍ବା,ଟବାଟା,ଲାଟିନ୍ ନୃତ୍ୟ ଶିଖାଉଛନ୍ତି।

ଉର୍ବଶୀ ଏବର୍ଷ ଫିଲ୍ମ ‘ଭର୍ଜିନ୍ ଭାନୁପ୍ରିୟା’ ଏବଂ ‘ଥିରୁଟ୍ଟୁ ପେଲେ ୨’ର ହିନ୍ଦୀ ରିମେକରେ ନଜର ଆସୁଛନ୍ତି।


   Related Posts