ମୁମ୍ବାଇ ୧୬/୫: ଟିଭିର ଲୋକପ୍ରିୟ ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହେ’ରେ ଜଣେ ଓକିଲଙ୍କ ଭୂମିକାରେ ଅଭିନୟ କରିସାରିଥିବା ଉର୍ଫି ଜାଭେଦ ଅଧିକାଂଶ ସମୟରେ ନିଜ ବୋଲ୍ଡ ଫଟୋ ପାଇଁ ଚର୍ଚ୍ଚାରେ ରୁହନ୍ତି। ନିକଟରେ ପୁଣି ଥରେ ଉର୍ଫି ନିଜର ବୋଲ୍ଡ ଫଟୋ ପାଇଁ ଚର୍ଚ୍ଚାକୁ ଆସିଛନ୍ତି।
{"id":270736,"sizeSlug":"large"}ସାମନାକୁ ଆସିଥିବା ଏହି ଫଟୋରେ ଉର୍ଫି ବୋଲ୍ଡନେସର ସମସ୍ତ ସୀମା ପାର କରି ଦେଇଛନ୍ତି। ସେ ହ୍ବାଇଟ୍ ସାଇଡ କଟ୍ ଟପ୍ ପିନ୍ଧିଛନ୍ତି ଯାହାକୁ ସେ ସାଇଡରୁ ଡୋରରେ ବାନ୍ଧିଛନ୍ତି।
{"id":270726,"sizeSlug":"large"}ଏହି ଟପ୍ ସହ ସେ ବ୍ଲୁ କଲରର ଶର୍ଟସ୍ ପିନ୍ଧିଛନ୍ତି। ଲାଇଟ୍ ମେକଅପ୍ ,ଖୋଲା କେଶ ଏବଂ ହାଇ ପିଙ୍କ୍ ହିଲ୍ସ ତାଙ୍କ ଲୁକକୁ ପରଫେକ୍ଟ କରୁଛି। ଉର୍ଫି ଜାଭେଦଙ୍କ ଫଟୋ ଦେଖି ଦର୍ଶକ ଫିଦା ହୋଇଯାଇଛନ୍ତି।
{"id":270728,"sizeSlug":"large"}ଉର୍ଫି ଜାଭେଦ ଟିଭିରେ ଆକ୍ଟିଂ ବ୍ୟତୀତ ଫ୍ୟାଶନ୍ ଶୋ ରେ ମଧ୍ୟ ରାମ୍ପ ଓ୍ବାକ୍ କରି ସାରିଛନ୍ତି। ଅଭିନୟ ଦୁନିଆରେ ପାଦ ଥାପିବା ପୂର୍ବରୁ ଉର୍ଫି ଆସିଷ୍ଟାଣ୍ଟ ଫ୍ୟାଶନ ଡିଜାଇନର ଭାବେ କାମ କରି ସାରିଛନ୍ତି। ସେ ବଡ଼େ ଭୟା କି ଦୁଲହନିଆ,ମେରି ଦୁର୍ଗା,ଡାୟନରେ ନଜର ଆସି ସାରିଛନ୍ତି।
{"id":270729,"sizeSlug":"large"}