Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଟିକେଟ ବିକ୍ରିକୁ ନେଇ କଳିଙ୍ଗ ଷ୍ଟାଡିୟମରେ ଉତ୍ତେଜନା : ୯ ନଂ ଗେଟ୍ ନିକଟରେ ଗଣ୍ଡଗୋଳ ଓ ଭଙ୍ଗାରୁଜା

15/11/2018 at 11:03 AM

ଭୁବନେଶ୍ବର ୧୫/୧୧: ଟିକେଟ ବିକ୍ରିକୁ ନେଇ କଳିଙ୍ଗ ଷ୍ଟାଡିୟମରେ ଉତ୍ତେଜନା ଦେଖାଦେଇଛି। ୯ ନଂ ଗେଟ୍‌ ନିକଟରେ ଗଣ୍ଡଗୋଳ ଓ ଭଙ୍ଗାରୁଜା ହୋଇଛି। ଟିକେଟ ନମିଳିବାରୁ ଟିକେଟ କାଉଣ୍ଟରରେ ଭଙ୍ଗାରୁଜା ହୋଇଛି। ହକି ୱାର୍ଲଡ କପ୍ ଉଦଘାଟନୀ ମ୍ୟାଚ ଟିକେଟ ନମିଳିବାରୁ ଉତ୍ତେଜନା ଦେଖାଦେଇଛି। ରାତି ଅଧରୁ ଅପେକ୍ଷା କରିଥିବାରୁ ଦର୍ଶକମାନେ  ଅସନ୍ତୋଷ ହୋଇ ଏଭଳି କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉତ୍ତେଜନା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

kalinga stadium

   Related Posts