Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେବେ ଦେଖିନଥିବେ ରାହୁଲ ଗାନ୍ଧୀଙ୍କ ଏହି ପୁରୁଣା ଏବଂ ଅଣଦେଖା ଫଟୋ : କୈାଣସି ରାଜକୁମାରଙ୍କଠୁ କମ୍ ନଥିଲା ତାଙ୍କ ବାଲ୍ୟଜୀବନ

11/04/2019 at 4:32 PM

 ନୂଆଦିଲ୍ଲୀ ୧୧/୪: ରାହୁଲ ଗାନ୍ଧୀ ଏକ ଏପରି ନାଁ ଯାହାକୁ ଦେଶର ଆବାଳବୃଦ୍ଧବନିତା ଜାଣନ୍ତି। ସେ ଏକ ପରିବାରରୁ ଆସିଛନ୍ତି ଯେଉଁମାନେ ଦୀର୍ଘ ଦିନରୁ ରାଜନୀତି ସହ ଜଡ଼ିତ। ନିର୍ବାଚନ ପାଇଁ ମଧ୍ୟ ଆଜିକାଲି ଖୁବ୍ ଚର୍ଚ୍ଚାରେ ରହିଛନ୍ତି। କିନ୍ତୁ ଆଜି ଆମେ ତାଙ୍କର ମଜାଳିଆ ଫଟୋ ଦେଖିବା ଯାହା ଆପଣଙ୍କୁ ଅତ୍ୟନ୍ତ ପସନ୍ଦ ହେବ।

୧୯୭୦ମସିହା ଜୁନ୍ ୧୭ତାରିଖରେ ରାହୁଲ ଗାନ୍ଧୀଙ୍କ ଜନ୍ମ ହୋଇଥିଲା। ତାଙ୍କ ବାପା ମାଆଙ୍କ ବିଷୟରେ ତ ସମସ୍ତେ ଜାଣନ୍ତି। ସେ ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ପୁଅ। ତାଙ୍କ ବାପା ରାଜୀବ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ।

ଏହି ଫଟୋରେ ସୋନିଆ ଗାନ୍ଧୀ ରାହୁଲଙ୍କୁ କାଖ କରିଛନ୍ତି ଏବଂ ତାଙ୍କ ପାଖରେ ଇନ୍ଦିରା ଗାନ୍ଧୀ ଛିଡ଼ା ହୋଇଛନ୍ତି।

ଏହି ଫଟୋରେ ରାହୁଲ ଗାନ୍ଧୀ ତାଙ୍କ ସାନ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଖେଳୁଛନ୍ତି।

ଏହି ଫଟୋରେ ରାହୁଲ ଗାନ୍ଧୀ ସାମାନ୍ୟ ବଡ଼ ହୋଇ ଯାଇଛନ୍ତି। ଏବଂ ସେ ତାଙ୍କ ପରିବାର ସହ ଠିଆ ହୋଇଛନ୍ତି।

ଏହି ଫଟୋରେ ରାହୁଲ ଗାନ୍ଧୀଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଅଛନ୍ତି। ଏହି ଫଟୋରେ ରାହୁଲ ଏବଂ ପ୍ରିୟଙ୍କା ନିରୀହ ଦେଖାଯାଉଛନ୍ତି।

ଏହି ଫଟୋରେ ଆପଣ ଦେଖିପାରୁଛନ୍ତି ଯେ ଭାଇ ଭଉଣୀ ଏକାଠି ଠିଆ ହୋଇଛନ୍ତି। ପ୍ରିୟଙ୍କା ଆଗେ ରାଜନୀତିଠୁ ଦୂରରେ ରହୁଥିଲେ କିନ୍ତୁ ଏବେ ସେ ନିଜ ଭାଇ ରାହୁଲଙ୍କୁ ସାହାଯ୍ୟ କରିବା ପାଇଁ କଂଗ୍ରେସ ଦଳ​‌ରେ ସାମିଲ ଅଛନ୍ତି।

ଏହି ଫଟୋରେ ରାହୁଲ ଏବଂ ପ୍ରିୟଙ୍କା ଅତ୍ୟନ୍ତ ଉଦାସ ଦେଖାଯାଉଛନ୍ତି ଯେଉଁଥିରୁ ଜଣା ପଡ଼ୁଛି ଯେ ସେମାନଙ୍କ ସହ କିଛି ଖରାପ ହୋଇଥିଲା।

ଯଦି ଆମେ ରାହୁଲ ଗାନ୍ଧୀଙ୍କ ଏହି ଫଟୋ ବିଷୟରେ କହିବା ତେ​‌ବେ ଆମେ ଏଠାରେ ରାହୁଲଙ୍କ ଭିନ୍ନ ରୂପ ଦେଖିବାକୁ ପାଉଛୁ। ରାଜନୀତିରେ ପ୍ରବେଶ କରିବା ଫଳରେ ସେ ଅଧିକାଂଶ ସମୟରେ ଏଭଳି ପୋଷାକ ପିନ୍ଧନ୍ତି।

ଏହା ରାହୁଲଙ୍କ ବର୍ତ୍ତମାନ ସମୟର ଫଟୋ ଯଦି ଆମେ ରାହୁଲ ଗାନ୍ଧୀଙ୍କ ଏହି ଫଟୋ ବିଷୟରେ କହିବା ତେବେ ଏହି ଫଟୋ ଇଣ୍ଟରନେଟରେ ଖୁବ ଭାଇରାଲ ହୋଇଛି ଯାହା ଫଳରେ ଲୋକେ ତାଙ୍କୁ ଟ୍ରୋଲ୍ କରିଛନ୍ତି।

   Related Posts