ମୋବାଇଲ ଅସୁରକ୍ଷିତ ; ବଢୁଛି ବିପଦ
1/05/2018 at 6:11 AM

ଗତକାଲି ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ମୋବାଇଲ ବିସ୍ଫୋରଣ
ନୂଆପଡାରେ ମୋବାଇଲ ବିସ୍ଫୋରଣରେ ଜଣେ ଆହତ
ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଆଖି ନଷ୍ଟ
ଗଂଜାମ ଛତ୍ରପୁର ଲୂଙ୍ଗୁଡି ରେ ମୋବାଇଲ ଫାଟି ୪ ଶିଶୁ ଆହତ
ଝାରସୁଗୁଡାରେ ମୋବାଇଲ ଫାଟି ଛାତ୍ରୀ ମୃତ
ସାବଧାନତା ଅବଲମ୍ବନ ନିହାତି ଦରକାର
Related Posts
ବାଦାମପାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ୪ ଗିରଫ
24 February 2021
ଚୋରା ଚାଲାଣ କରୁଥିବା ୩ଟି ଲୁହାପଥର ବୋଝେଇ ଟ୍ରଲର ଜବତ, ୩ ଗିରଫ
24 February 2021