Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଉନ୍ମୟ ପାଢୀ ମୃତ୍ୟୁ ଘଟଣା ; ପୋଲିସ କମିଶନରଙ୍କ କହିଲେ ହତ୍ୟା ନୁହେଁ ଆତ୍ମହତ୍ୟା

17/05/2018 at 11:41 AM

କୁଆଖାଇ ପଠା ଉନ୍ମୟ ପାଢୀ ମୃତ୍ୟୁ ଘଟଣା…ପୋଲିସ କମିଶନରଙ୍କ କହିଲେ ହତ୍ୟା ନୁହେଁ ଆତ୍ମହତ୍ୟା… ନିଜ ଦେହରେ ଛୁରୀ ଭୁଷି, ପେଟ୍ରୋଲ ଢାଳି ଜୀବନ ହାରିଛନ୍ତି ଉନ୍ମୟ…

Leave a Reply

   Related Posts