ଅନଲକ୍ ୬.୦: ଅନ୍ତର୍ଜାତୀୟ ବିମାନ ଉଡାଣ ଅନୁମତି ନାହିଁ, ବାହା-ଭୋଜି-ମିଟିଂ ପାଇଁ ଅଳ୍ପ କୋହଳ, ସିନେମା ହଲ୍ ନିଷ୍ପତ୍ତି ୧୬ ପରେ

ଭୁବନେଶ୍ୱର ୩୧।୧୦: ରାଜ୍ୟ ପାଇଁ ଆସିଲା ଅନଲକ 6.0 ଗାଇଡଲାଇନ୍‌ । ରାଜ୍ୟରେ ନଭେମ୍ବର 30 ପର୍ଯ୍ୟନ୍ତ ଲାଗୁ ହେବ ଏହି ଗାଇଡଲାଇନ । ନଭେମ୍ବର ୩୦ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ରେ ଲକଡାଉନ୍  କଟକଣା ଜାରି ରହିବ । ନଭେମ୍ବର ୩୦ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ । ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ୨୦୦ ଜଣ । ଅନ୍ତିମ ସତ୍କାର ସମୟରେ ୫୦ ଜଣ ଉପସ୍ଥିତ ରହିପାରିବେ । ୫୦% ଲୋକଙ୍କୁ ନେଇ … Continue reading ଅନଲକ୍ ୬.୦: ଅନ୍ତର୍ଜାତୀୟ ବିମାନ ଉଡାଣ ଅନୁମତି ନାହିଁ, ବାହା-ଭୋଜି-ମିଟିଂ ପାଇଁ ଅଳ୍ପ କୋହଳ, ସିନେମା ହଲ୍ ନିଷ୍ପତ୍ତି ୧୬ ପରେ