ଅଜଣା ଯୁବକଙ୍କ ମୃତଦେହ ଆମ୍ବଗଛରୁ ଉଦ୍ଧାର

Published By : Prameya-News7 Bureau | January 06, 2020 IST

ବାଲେଶ୍ବର ୬/୧: ଅଜଣା ଯୁବକଙ୍କ ମୃତଦେହ ଆମ୍ବଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଖନ୍ତାପଡା ଥାନା ଗୋପାଳପୁର ଫାଣ୍ଡି ଓଡଶାଳ ଗ୍ରାମରେ ଏକ ଆମ୍ବ ଗଛରେ ଅଜଣା ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତ ଯୁବକ ବେକରେ ଦୌଡି ଦେଇ ଗଛରେ ଓହଳୁଥିବାର ଲୋକେ ଦେଖିଥିଲେ। ଯୁବକ ଜଣକ ଫୁଲ୍ ନାଲି ଟି ସାର୍ଟ ଓ ହାପ୍ ବରମୁଣ୍ଡା ପିନ୍ଧି ଆମ୍ବଗଛରେ ମୃତ ଅବସ୍ଥାରେ ଝୁଲୁଥିବାର ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ।

{"id":207647,"sizeSlug":"large"}

  ପୁଲିସ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.