Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏସସିବି ବାରଣ୍ଡାରେ ସଢୁଛନ୍ତି ଅସହାୟ ଓ ନିରାଶ୍ରୟ ରୋଗୀ

2/09/2018 at 2:34 AM

ଏସସିବି ବାରଣ୍ଡାରେ ସଢୁଛନ୍ତି ଅସହାୟ ଓ ନିରାଶ୍ରୟ ରୋଗୀ । ପାଦରେ ଘା ହୋଇ ମାଛି ଭଣଭଣ ହେଉଥିବା ବେଳେ ଆହା ପଦେ କହିବାକୁ କେହି ନାହିଁ । ଏ ବାବଦରେ ପ୍ରଶାସନ ଓ ମେଡିକାଲ୍ କର୍ତ୍ତୃପକ୍ଷଙ୍କୁ ପଦକ୍ଷେପ ନେବାକୁ ଚିଠି ଲେଖିଥିଲେ ବି ରବିଙ୍କର ମାନସିକ ଅବସ୍ଥା ଭଲ ନଥିବାରୁ ସେ ପଦାକୁ ପଳାଇଆସୁଥିବା ସଫେଇ ଦେଇଛନ୍ତି ମେଡିକାଲ୍ କର୍ତ୍ତୃପକ୍ଷ।

   Related Posts