ଏସସିବି ବାରଣ୍ଡାରେ ସଢୁଛନ୍ତି ଅସହାୟ ଓ ନିରାଶ୍ରୟ ରୋଗୀ
2/09/2018 at 2:34 AM

ଏସସିବି ବାରଣ୍ଡାରେ ସଢୁଛନ୍ତି ଅସହାୟ ଓ ନିରାଶ୍ରୟ ରୋଗୀ । ପାଦରେ ଘା ହୋଇ ମାଛି ଭଣଭଣ ହେଉଥିବା ବେଳେ ଆହା ପଦେ କହିବାକୁ କେହି ନାହିଁ । ଏ ବାବଦରେ ପ୍ରଶାସନ ଓ ମେଡିକାଲ୍ କର୍ତ୍ତୃପକ୍ଷଙ୍କୁ ପଦକ୍ଷେପ ନେବାକୁ ଚିଠି ଲେଖିଥିଲେ ବି ରବିଙ୍କର ମାନସିକ ଅବସ୍ଥା ଭଲ ନଥିବାରୁ ସେ ପଦାକୁ ପଳାଇଆସୁଥିବା ସଫେଇ ଦେଇଛନ୍ତି ମେଡିକାଲ୍ କର୍ତ୍ତୃପକ୍ଷ।
Related Posts
ରାସ୍ତାରେ ଗଛ ପଡ଼ି ଚାଲିଗଲା ୭ବର୍ଷର ପୁଅର ଜୀବନ: ବାପା ମାଆ ଓ ଝିଅ ଗୁରୁତର
27 February 2021