ରାସ୍ତା କଡରୁ ମୁମୂର୍ଷୁ ଅବସ୍ଥାରେ ଅଜଣା ବ୍ୟକ୍ତି ଉଦ୍ଧାର

Published By : Prameya-News7 Bureau | February 29, 2020 IST

ନିଶ୍ଚିନ୍ତକୋଇଲି ୨୯।୨: ରାସ୍ତା କଡରୁ ମୁମୂର୍ଷୁ ଅବସ୍ଥାରେ ଅଜଣା ବ୍ୟକ୍ତି ଉଦ୍ଧାର ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ବାଲିଚନ୍ଦ୍ରପୁର-କୁଆଁପାଳ ରାସ୍ତା କଡରେ ଜଣେ ବ୍ୟକ୍ତିଙ୍କୁ କ୍ଷତାକ୍ତ ଅବସ୍ଥାରେ ପଡିଥିବା ଲୋକେ ଦେଖିଥିଲେ । ସ୍ଥାନୀୟ ଯୁବକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ମାହାଙ୍ଗା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ପରିଚୟ ମିଳିନଥିବା ବେଳେ ମାହାଙ୍ଗା ପୋଲିସ ତନାଘନା ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.