ଟ୍ରେନ୍ ଧକ୍କାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ
1/10/2019 at 7:25 PM

ବ୍ରହ୍ମପୁର ୧/୧୦: ବ୍ରହ୍ମପୁର ରେଲୱେ ଷ୍ଟେସନ ନିକଟରେ ଅଘଟଣ ଘଟିଛି। ମାଲବାହୀ ଟ୍ରେନ୍ ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଟ୍ରେନ୍ ଧକ୍କା ଫଳରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ନା ବ୍ୟକ୍ତିଜଣକ ଆତ୍ମହତ୍ୟା କରିଛି, ତାହା ତଦନ୍ତ କରିବା ପରେ ଜଣାପଡ଼ିବ।
Related Posts
ଝାରପଡା ଜେଲ୍ରେ କଏଦୀ ମୃତ, ୨୦୦୮ମସିହାରୁ ଥିଲା ଜେଲ୍ରେ
16 January 2021