ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | September 23, 2021 IST

ବୌଦ୍ଧ ୨୩।୯: ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । ବୌଦ୍ଧ ଜିଲ୍ଲା ଚାରିଛକ ୫୭ ନମ୍ବର ଜାତୀୟ ରାଜପଥରେ ଥିବା ନୂଆପଡା ଗାଁ ନିକଟ ତିନି ପୁଲିଆ ଛକରୁ ମୃତଦେହ ଉଦ୍ଧାର କରିଛି ଚାରିଛକ ପୋଲିସ। ଯୁବକଙ୍କ ମୁଣ୍ଡ ଚାପି ହୋଇ ଯାଇଥିବା ବେଳେ ମୃତ୍ୟୁର କାରଣ ଜଣାପଡି ନାହିଁ ।

ଘଟଣାସ୍ଥରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଡାକ୍ତରଖାନାକୁ ପଠାଇଛି । ପାରିପାର୍ଶ୍ବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା ଏକ ସଡ଼କ ଦୁର୍ଘଟଣା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ପୋଲିସ ଅଧିକା ଅନୁସନ୍ଧାନ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.