ଅଜଣା ଯୁବତୀଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | August 30, 2019 IST

ବାସୁଦେବପୁର ୩୦|୮: ବାସୁଦେବପୁର ବ୍ଲକ ବାଲିମେଦ ପଂଚାୟତ ପାଇକ ସାହି ନିକଟସ୍ଥ ନୟନଜୋରିରେ ଜଣେ ଅଜଣା ଯୁବତୀଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ଆଜି ସକାଳେ କିଛି ଲୋକ ଚାଷ କରିବାକୁ ବିଲକୁ ଯାଉଥିବାବେଳେ ଶବଟିକୁ ଦେଖିଥିଲେ ।

{"id":150842}

 ମୃତଦେହର ପରିଚୟ ପାଇଁ ସ୍ଥାନୀୟ ଲୋକଙ୍କର ଭିଡ ଲାଗିଥିବାବେଳେ ମୃତଦେହ ଟିର ପରିଚୟ ମିଳିପାରିନାହିଁ । ନାୟକାନିଦିହି ପୋଲିସ ପହଂଚି ତଦନ୍ତ ଜାରି ରଖିଛି । ହେଲେ କେହି ମାରି ଯୁବତୀଙ୍କୁ ଏହି ସ୍ଥାନରେ ଫିଙ୍ଗି ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି ।

{"id":150843}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.