Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ପାରାଦୀପ ସମୁଦ୍ର କୂଳରୁ ମୄତଦେହ ଉଦ୍ଧାର

31/08/2019 at 11:28 AM

ପାରାଦୀପ ୩୧୮: ପାରାଦୀପ ସମୁଦ୍ର କୂଳରୁ ମୄତଦେହ ଉଦ୍ଧାର କରାଯାଇଛି। ପାରାଦୀପ ହନୁମାନ ମନ୍ଦିର ନିକଟ ସମୁଦ୍ର କୂଳରେ ମୃତଦେହଟି ପଡିଥିବାର ଦେଖି ସିଆଇଏଏଫର ସୁରକ୍ଷା କର୍ମୀ ପୋଲିସକୁ ଖବର ଦେଇଥିଲେ। ମୄତଦେହର ପରିଚୟ ମିଳି ପାରିନଥିବାବେଳେ ବୟସ ପ୍ରାୟ ୪୦ରୁ ଅଧିକ ବୋଲି ଅନୁମାନ କରାଯାଉଛି। ତେବେ ଏହି ମୄତଦେହଟି ବିଦେଶୀ ନାଗରିକ ବୋଲି ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଜଟାଧାର ମୁହାଁଣ ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

   Related Posts