Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : ଶିକାରୀ ଆଡ୍ଡାରେ ବନବିଭାଗର ଅତର୍କିତ ଚଢାଉ, ୪ ଗିରଫ
  • ||
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||

ନଦୀରେ ଭାସୁଛି ଅଜଣା ବ୍ୟକ୍ତିର ମୃତଦେହ

15/08/2019 at 2:19 PM

ବାଲିପାଟଣା ୧୫|୮: ନଦୀରେ ଭାସୁଛି ମୃତଦେହ । ଧନୁଆ ନଦୀରେ ଅଜଣା ବ୍ୟକ୍ତିଙ୍କର ମୃତଦେହ ଭାସି ଆସି ବାଲିପାଟଣା ଥାନା ବେଲମରା ଗ୍ରାମ ନିକଟରେ ଲାଗିଥିଲା । ମୃତଦେହଟିକୁ ଉଦ୍ଧାର କରାଯାଇଛି । ତେବେ ବନ୍ୟା ପାଣିରେ ଅନ୍ୟ କେଉଁ ସ୍ଥାନରୁ ମୃତଦେହ ଭାସି ଅସିଥିବା ସନ୍ଦେହ କରାଯାଉଛି । ତେବେ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନାହିଁ ।

ବାଲିପାଟଣା ଧନୁଆରେ ବନ୍ୟାଜଳ ଆସି ଅନେକ ଗ୍ରାମ ଜଳମଗ୍ନ ହୋଇଛି । ଶହ ଶହ ଏକର ଚାଷ ଜମିରେ ମଧ୍ୟ ବନ୍ୟାଜଳ ମାଡିଯାଇଛି ।

   Related Posts