ନଦୀରେ ଭାସୁଛି ଅଜଣା ବ୍ୟକ୍ତିର ମୃତଦେହ

Published By : Prameya-News7 Bureau | August 15, 2019 IST

ବାଲିପାଟଣା ୧୫|୮: ନଦୀରେ ଭାସୁଛି ମୃତଦେହ । ଧନୁଆ ନଦୀରେ ଅଜଣା ବ୍ୟକ୍ତିଙ୍କର ମୃତଦେହ ଭାସି ଆସି ବାଲିପାଟଣା ଥାନା ବେଲମରା ଗ୍ରାମ ନିକଟରେ ଲାଗିଥିଲା । ମୃତଦେହଟିକୁ ଉଦ୍ଧାର କରାଯାଇଛି । ତେବେ ବନ୍ୟା ପାଣିରେ ଅନ୍ୟ କେଉଁ ସ୍ଥାନରୁ ମୃତଦେହ ଭାସି ଅସିଥିବା ସନ୍ଦେହ କରାଯାଉଛି । ତେବେ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନାହିଁ ।

{"id":144530}

ବାଲିପାଟଣା ଧନୁଆରେ ବନ୍ୟାଜଳ ଆସି ଅନେକ ଗ୍ରାମ ଜଳମଗ୍ନ ହୋଇଛି । ଶହ ଶହ ଏକର ଚାଷ ଜମିରେ ମଧ୍ୟ ବନ୍ୟାଜଳ ମାଡିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.