ପ୍ରଭୁ ଶ୍ରୀକୃଷ୍ଣଙ୍କ ସଂପର୍କରେ କେତୋଟି ଅଜଣା କଥା ଜାଣନ୍ତୁ...

Published By : Prameya-News7 Bureau | August 18, 2019 IST

ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଆମେ ସମସ୍ତେ ପୂଜା କରିଥାନ୍ତି। ଯେଉଁମାନେ ଶ୍ରୀକୃଷ୍ଣଙ୍କ ଭକ୍ତ ସେମାନେ ତାଙ୍କ ସଂପର୍କରେ ଅଧିକ ଜାଣିବାକୁ ଇଚ୍ଛୁକ ଥାନ୍ତି। ଆସନ୍ତୁ ଶ୍ରୀକୃଷ୍ଣ ସଂପର୍କରେ କେତୋଟି ରହସ୍ୟ କଥା ଜାଣିବା…

୧- ଭଗବାନ ଶ୍ରୀକୃଷ୍ଣଙ୍କ ଖଣ୍ଡା ନାଁ ନନ୍ଦକ, ଗଦାର ନାଁ କୌମୌଦକୀ ଓ ଶଙ୍ଖର ନାଁ ପଞ୍ଚଜନ୍ୟ।

୨- ଶ୍ରୀକୃଷ୍ଣଙ୍କ ଜେଜେ ମାଆଙ୍କର ମାଆ ଥିଲେ 'ମରିଶା' ଓ ତାଙ୍କ ସାବତ ମାଆ ହେଉଛନ୍ତି 'ରୋହଣୀ' (ବଳରାମଙ୍କ ମାଆ)। ତାଙ୍କ ସାବତ ମାଆ 'ନାଗ' ଜନଜାତିରେ ଥିଲେ।

୩- ଭଗବାନ ଶ୍ରୀକୃଷ୍ଣ ବନ୍ଦୀ ଘରେ ପରିବର୍ତ୍ତନ ହୋଇ ଯାଇଥିଲେ। ଯଶୋଦାଙ୍କ ଝିଅଙ୍କ ହେଉଛି ଏକାନଂଶା। ତାଙ୍କୁ ବିନ୍ଧ୍ୟଭାସିନୀ ନାଁରେ ପୂଜା କରାଯାଉଛି।

୪- ଶ୍ରୀକୃଷ୍ଣଙ୍କ ପ୍ରେମିକା ରାଧା ସଂପର୍କରେ ମହାଭାରତ, ହରିବଂଶ ପୁରାଣ ଓ ବିଷ୍ଣୁ ପୁରାଣ ଓ ଭାଗବତ ପୁରାଣରେ ବର୍ଣ୍ଣନା କରାଯାଇ ନାହିଁ। ଗୀତ ଗୋବିନ୍ଦରେ ରାଧାଙ୍କ ସଂପର୍କରେ ଉଲ୍ଲେଖ କରାଯାଇଛି।

୫- ଜୈନ ପରମ୍ପପରା ଅନୁସାରେ ଶ୍ରୀକୃଷ୍ଣଙ୍କ ସଂପର୍କୀୟ ଭାଇ ହେଉଛନ୍ତି ତୀର୍ଥଙ୍କର ନେମିନାଥ ଥିଲେ। ହିନ୍ଦୁ ପରମ୍ପପରା ଅନୁସାରେ ଅଙ୍ଗିରସ ନାମରେ ପ୍ରସିଦ୍ଧ ।

୬- ପ୍ରଭୁ ଶ୍ରୀକୃଷ୍ଣ ଦ୍ବାରିକାରେ ୬ ମାସରୁ ଅଧିକ ରହି ନଥିଲେ। ଅଙ୍ଗିରସର ଅର୍ଥ ନେମିନାଥ ଯେଉଁଠି ରହି ପ୍ରାର୍ଥନା କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.