Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାଇଦର ସହଯୋଗୀ ୟାକୁବର ଆତ୍ମସମର୍ପଣ, SCBରେ ହାଇରଦରକୁ ଭେଟିଥିଲା ୟାକୁବ
  • ||
  • ଚମକ ହରାଉଛି ସୁନା : ପୁଣି କମିଲା ଦାମ୍, ୧୦ ହଜାର ଟଙ୍କା ହେଲାଣି ଶସ୍ତା
  • ||
  • ଗଜପତି : ଘାରିଲା କରୋନା ଭୟ, ଆଜିଠୁ ଗଜପତି ଜିଲ୍ଲାର ସବୁ ସୀମା ସିଲ୍
  • ||
  • ନୀଳଗିରି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଚାନ୍ଦବାଲି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଜଳେଶ୍ବର : ଓଭରବ୍ରିଜ୍ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିଲା ବୋଲେରୋ, ୬ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ଜାତିସଂଘର ପୂର୍ବତନ ସେକ୍ରେଟାରୀ ଜେନେରାଲ କୋଫି ଆନନଙ୍କ ପରଲୋକ

18/08/2018 at 12:12 PM

ନୋବେଲ ବିଜେତା ତଥା ଜାତିସଂଘର ପୂର୍ବତନ ମୁଖ୍ୟ କୋଫି ଆନନଙ୍କ ପରଲୋକ ଘଟିଛି। ଶନିବାର ଦିନ ଭୋରରୁ ସ୍ବିଜରଲାଣ୍ଡର ବେର୍ଣ୍ଣସ୍ଥିତ ଏକ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ହୋଇଥିଲା। ସ୍ବର୍ଗତ ଆନନଙ୍କ ପତ୍ନୀ ଏବଂ ୩ ସନ୍ତାନ ଅଛନ୍ତି।
ଜାତିସଂଘ ଭଳି ବିଶ୍ବର ସବୁଠୁ ବଡ଼ କୂଟନୈତିକ ସଂସ୍ଥାର ମୁଖ୍ୟ ହେବା କ୍ଷେତ୍ରରେ ଆନନ୍ ଥିଲେ ପ୍ରଥମ ଶ୍ୟାମଳ ଆଫ୍ରିକୀୟ। କୋଫି ଆନନ୍ ୧୯୯୭ରୁ ୨୦୦୬ ମଧ୍ୟରେ ଦୁଇ ଥର ଜାତିସଂଘର ସେକ୍ରେଟାରୀ ଜେନେରାଲ ଦାୟିତ୍ବ ସମ୍ଭାଳିଥିଲେ।କୋଫି ଆନନ୍ ଆଫ୍ରିକୀୟ ରାଷ୍ଟ୍ର ଘାନାର ନାଗରିକ।

   Related Posts