ରାଜନଗରରେ ଜାଲରେ ପଡିଲା ବିରଳ ମାଛ, ମୂଲ୍ୟ ଲକ୍ଷାଧିକ ଟଙ୍କା

Published By : Prameya-News7 Bureau | November 01, 2019 IST

ପଟ୍ଟାମୁଣ୍ଡାଇ ୧।୧୧: ଜାଲରେ ପଡିଲା ବିରଳ ମାଛ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ତାଳଚୁଆରେ ଧରା ହୋଇଛି ବିରଳ ପ୍ରଜାତିର ମାଛ ।

{"id":177577}

ମଦନ ଜଗନ୍ନାଥ ଟ୍ରଲର ମାଛ ମାରୁଥିବା ବେଳେ ଏହି ବିରଳ ମାଛଟି ଜାଲରେ ପଡିଥିଲା । ମାଛଟି ମୟୁର ମାଛ ବୋଲି ଲୋକମାନେ କହୁଥିବା ଜଣାପଡିଛି । ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କୁହାଯାଉଛି । ଏହି ମାଛର ଦାମ୍ କେଜି ପ୍ରତି ୧୦ହଜାର ଟଙ୍କା ରହିଥିବା ସୂଚନା ମିଳିଛି । ମାଛଟି ପଶ୍ଚିମବଙ୍ଗର ଦୀଘାରେ ଦୁଇ ଲକ୍ଷ ଟଙ୍କାରେ ବିକ୍ରି ହେବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.