Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ରାଜନଗରରେ ଜାଲରେ ପଡିଲା ବିରଳ ମାଛ, ମୂଲ୍ୟ ଲକ୍ଷାଧିକ ଟଙ୍କା

1/11/2019 at 11:50 AM

ପଟ୍ଟାମୁଣ୍ଡାଇ ୧।୧୧: ଜାଲରେ ପଡିଲା ବିରଳ ମାଛ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ତାଳଚୁଆରେ ଧରା ହୋଇଛି ବିରଳ ପ୍ରଜାତିର ମାଛ ।

ମଦନ ଜଗନ୍ନାଥ ଟ୍ରଲର ମାଛ ମାରୁଥିବା ବେଳେ ଏହି ବିରଳ ମାଛଟି ଜାଲରେ ପଡିଥିଲା । ମାଛଟି ମୟୁର ମାଛ ବୋଲି ଲୋକମାନେ କହୁଥିବା ଜଣାପଡିଛି । ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କୁହାଯାଉଛି । ଏହି ମାଛର ଦାମ୍ କେଜି ପ୍ରତି ୧୦ହଜାର ଟଙ୍କା ରହିଥିବା ସୂଚନା ମିଳିଛି । ମାଛଟି ପଶ୍ଚିମବଙ୍ଗର ଦୀଘାରେ ଦୁଇ ଲକ୍ଷ ଟଙ୍କାରେ ବିକ୍ରି ହେବ ବୋଲି ଜଣାପଡିଛି ।

   Related Posts