Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

MKCGରେ ଜନ୍ମ ହେଲା ବିରଳ ଶିଶୁ କନ୍ୟା, ୪ ଲକ୍ଷରେ ଜନ୍ମ ହୁଅନ୍ତି ଏଭଳି ଶିଶୁ

22/04/2021 at 11:39 AM

ବ୍ରହ୍ମପୁର ୨୨।୪: ବ୍ରହ୍ମପୁର MKCG ମେଡିକାଲରେ ବିରଳ ଶିଶୁ କନ୍ୟା ଜନ୍ମ ।  ବୁଧବାର ୨ଟା ୪୦ମିନିଟ୍ ରେ MKCG ମେଡିକାଲରେ ଏଭଳି ବିରଳ ଶିଶୁ  ଜନ୍ମ ଗ୍ରହଣ କରିଛି ।  ଡାକ୍ତରଙ୍କ କହିବା ଅନୁସାରେ ପ୍ରତି ୪  ଲକ୍ଷ ଶିଶୁଙ୍କ ମଧ୍ୟରେ ଏଭଳି ଛୁଆ ଜନ୍ମ ହୋଇଥାନ୍ତି ।  ତେବେ ଏମାନେ ଅଧିକ ସମୟ ବଞ୍ଚି ପାରନ୍ତି ନାହିଁ ।  ଅତି ବେଶୀରେ ଗୋଟିଏ କିମ୍ବା ଦୁଇ ଦିନ ବଞ୍ଚନ୍ତି ।  ମାତ୍ର ବର୍ତ୍ତମାନ ସୁଦ୍ଧା ଶିଶୁଟିର ଅବସ୍ଥା ସ୍ଥିର ଅଛି । ଡାକ୍ତରମାନେ ଶିଶୁ ଉପରେ ନଜର ରଖିଛନ୍ତି ।  ଶିଶୁଟି ପାଟକୁରା ଅଞ୍ଚଳର ଜଣେ ମହିଳାଙ୍କର ବୋଲି ଜଣାପଡିଛି । ଏହିଭଳି ଜନ୍ମିତ ଶିଶୁକୁ ମେଡିକାଲ ଶବ୍ଦରେ ହାର୍ଲିକୁଇନ୍ ଇକଥୋଷିସ ବୋଲି କୁହା ଯାଉଛି ।

   Related Posts