କଂଗ୍ରେସ ଉପରେ ବର୍ଷିଲେ ସ୍ମୃତି ଇରାନୀ ; କହିଲେ-"କଂଗ୍ରେସ ଗରିବୀ ହଟାଓ ନୁହେଁ ଗରିବଙ୍କୁ ହଟାଇବା କାମ କରିଛି"
Published By : Prameya-News7 Bureau | June 26, 2018 IST
କଂଗ୍ରେସ ଉପରେ ବର୍ଷିଲେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ... ଦେଶର ଜରୁରୀ କାଳୀନ ପରିସ୍ଥିତି ଉପରେ ମତ ରଖି କଡା ସମାଲୋଚନା କରିଛନ୍ତି ସ୍ମୃତି ଇରାନୀ ... କହିଲେ, କଂଗ୍ରେସ ଏକଛତ୍ରବାଦ ଶାସନ ଚଳାଇଥିଲା,କଂଗ୍ରେସ ଶାସନ ସମୟରେ ଦେଶ କଳା ସମୟ ଦେଖିଛି, କଂଗ୍ରେସ ଗରିବୀ ହଟାଓ ନୁହେଁ ଗରିବଙ୍କୁ ହଟାଇବା କାମ କରିଛି ... ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ମତ ରଖିଲେ ସ୍ମୃତି ....