ନୂଆବର୍ଷରେ ଧାରଣା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ, ବାଲେଶ୍ୱର ମେଡିକାଲ ସମସ୍ୟା ନେଇ ଦେଇଛନ୍ତି ଧାରଣା

Published By : Prameya-News7 Bureau | January 01, 2020 IST

ବାଲେଶ୍ୱର ୧।୧:  କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ନୂଆ ବର୍ଷରେ ଧାରଣା ଦେଇଛନ୍ତି। ବାଲେଶ୍ୱର ମେଡିକାଲରେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ସେ ଧାରଣା ଦେଇଥିବା ଜଣାପଡିଛି। ହସ୍ପିଟାଲର ବିଭିନ୍ନ ସମସ୍ୟା ସମ୍ପର୍କରେ ଅନେକ ଦିନରୁ ଅଭିଯୋଗ ହୋଇ ଆସୁଛି। ହେଲେ ଏହାର ସୁଧାର ନେଇ ପଦକ୍ଷେପ ନିଆଯାଉନଥିବାରୁ ଶେଷରେ ପ୍ରତାପ ଧାରଣା ଦେଇଛନ୍ତି। ବିସ୍ତୃତ ଖବରକୁ ଅପେକ୍ଷା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.