Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ନୂଆବର୍ଷରେ ଧାରଣା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ, ବାଲେଶ୍ୱର ମେଡିକାଲ ସମସ୍ୟା ନେଇ ଦେଇଛନ୍ତି ଧାରଣା

1/01/2020 at 9:40 PM

ବାଲେଶ୍ୱର ୧।୧:  କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ନୂଆ ବର୍ଷରେ ଧାରଣା ଦେଇଛନ୍ତି। ବାଲେଶ୍ୱର ମେଡିକାଲରେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ସେ ଧାରଣା ଦେଇଥିବା ଜଣାପଡିଛି। ହସ୍ପିଟାଲର ବିଭିନ୍ନ ସମସ୍ୟା ସମ୍ପର୍କରେ ଅନେକ ଦିନରୁ ଅଭିଯୋଗ ହୋଇ ଆସୁଛି। ହେଲେ ଏହାର ସୁଧାର ନେଇ ପଦକ୍ଷେପ ନିଆଯାଉନଥିବାରୁ ଶେଷରେ ପ୍ରତାପ ଧାରଣା ଦେଇଛନ୍ତି। ବିସ୍ତୃତ ଖବରକୁ ଅପେକ୍ଷା କରାଯାଇଛି।

   Related Posts