ଆଜି ପୁଣି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

Published By : Prameya-News7 Bureau | April 24, 2019 IST

ଭଦ୍ରକ ୨୪|୪: ପ୍ରଚାର ପାଇଁ ଆଜି ପୁଣି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ଓ ଭଣ୍ଡାରିପୋଖରୀରେ ସାଧାରଣ ସଭାରେ ଯୋଗ ଦେବେ । ପ୍ରଥମେ ଦିନ ୧.୧୫ରେ ବାସୁଦେବପୁର ବାରାପୁର କଲେଜ ପଡିଆରେ ଆୟୋଜତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ଏହାପରେ ଅପରାହ୍ନ ୨.୪୫ରେ ଭଣ୍ଡାରିପୋଖରୀ ବନ୍ତ ବ୍ଲକ୍ ହାଟ ପଡିଆରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ସେଠାରେ ଉପସ୍ଥିତ ଲୋକଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.