Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ପୁଣି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

24/04/2019 at 9:29 AM

ଭଦ୍ରକ ୨୪|୪: ପ୍ରଚାର ପାଇଁ ଆଜି ପୁଣି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ଓ ଭଣ୍ଡାରିପୋଖରୀରେ ସାଧାରଣ ସଭାରେ ଯୋଗ ଦେବେ । ପ୍ରଥମେ ଦିନ ୧.୧୫ରେ ବାସୁଦେବପୁର ବାରାପୁର କଲେଜ ପଡିଆରେ ଆୟୋଜତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ଏହାପରେ ଅପରାହ୍ନ ୨.୪୫ରେ ଭଣ୍ଡାରିପୋଖରୀ ବନ୍ତ ବ୍ଲକ୍ ହାଟ ପଡିଆରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ସେଠାରେ ଉପସ୍ଥିତ ଲୋକଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

   Related Posts