ସ୍ମାର୍ଟ ଶ୍ରେଣୀ ଗୃହ ପ୍ରକଳ୍ପର ଶୁଭ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | February 25, 2019 IST

ଭୁବନେଶ୍ବର ୨୫|୨: ଓଏନଜିସି ସ୍ମାର୍ଟ ଶ୍ରେଣୀ ଗୃହ ପ୍ରକଳ୍ପର ଶୁଭ ଉଦଘାଟନ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । ଏଥିରେ ଭୁବନେଶ୍ବର ଅଧିନରେ ଆସୁଥିବା ୯ଟି କେନ୍ଦ୍ରୀୟ ବିଦ୍ୟାଳୟର ୧୮୪ ଟି ଶ୍ରେଣୀଗୃହକୁ ସ୍ମାର୍ଟ କ୍ଲାସ ରୁମ୍ ରେ ପରିଣତ କରାଯିବା ବ୍ୟବସ୍ଥା କରାଯାଇଛି ।

{"id":88604}

ପେଟ୍ରୋଲିୟମ୍ ବିଭାଗର ସହଯୋଗରେ ଏହାର ଶୁଭାରମ୍ଭ କରାଯାଇଛି । ଏହାସହ କେନ୍ଦ୍ରୀୟ ବିଦ୍ୟାଳୟ କୁତ୍ରା, ସୁନ୍ଦରଗଡ଼, କେନ୍ଦ୍ରୀୟ ବିଦ୍ୟାଳୟ ମୁଣ୍ଡଳି କଟକରେ ଭିତ୍ତପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.