ଆଜି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ
17/02/2019 at 8:06 AM

ଭଦ୍ରକ ୧୭|୨: ଆଜି ଭଦ୍ରକ ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ସକାଳ ସାଢ଼େ ୧୧ରେ ଇରମ ପହଞ୍ଚି ସହିଦ ସ୍ମୃତି ସ୍ମାରକରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ ଭଦ୍ରକାଳୀଙ୍କ ଦର୍ଶନ ପରେ ବୁଥ୍ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦାନ କରିବେ । ଭଦ୍ରକ ସମେତ ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝରର ବୁଥ୍ କାର୍ଯ୍ୟକର୍ତ୍ତା ଏଥିରେ ସାମିଲ ହେଉଥିବା ବେଳେ, ୧୯ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଫୁଙ୍କିବେ ରାଜନାଥ । ବିଶେଷ କରି କେନ୍ଦ୍ର ସରକାରଙ୍କ ଯୋଜନା କେମିତି ଘରେ ଘରେ ପହଞ୍ଚିବ ଓ ମୋଦି ସରକାର ସଫଳତାର ସ୍ତୁତିପାଠ କରି କେମିତି ଭୋଟରଙ୍କ ନିକଟତର ହୋଇ ହେବ ସେନେଇ ଗୁରୁମନ୍ତ୍ରୀ ଦେବେ ରାଜନାଥ ।
Related Posts
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021