Thursday, March 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ

ଭଦ୍ରକ ୧୭|୨: ଆଜି ଭଦ୍ରକ ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ସକାଳ ସାଢ଼େ ୧୧ରେ ଇରମ ପହଞ୍ଚି ସହିଦ ସ୍ମୃତି ସ୍ମାରକରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ ଭଦ୍ରକାଳୀଙ୍କ ଦର୍ଶନ ପରେ ବୁଥ୍ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦାନ କରିବେ । ଭଦ୍ରକ ସମେତ ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝରର ବୁଥ୍ କାର୍ଯ୍ୟକର୍ତ୍ତା ଏଥିରେ ସାମିଲ ହେଉଥିବା ବେଳେ, ୧୯ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଫୁଙ୍କିବେ ରାଜନାଥ । ବିଶେଷ କରି କେନ୍ଦ୍ର ସରକାରଙ୍କ ଯୋଜନା କେମିତି ଘରେ ଘରେ ପହଞ୍ଚିବ ଓ ମୋଦି ସରକାର ସଫଳତାର ସ୍ତୁତିପାଠ କରି କେମିତି ଭୋଟରଙ୍କ ନିକଟତର ହୋଇ ହେବ ସେନେଇ ଗୁରୁମନ୍ତ୍ରୀ ଦେବେ ରାଜନାଥ ।

294 Views

   ସମ୍ବନ୍ଧିତ ଖବର