ସଂସଦରେ ଆଗତ ହେଲା ନାଗରିକ ସଂଶୋଧନ ବିଲ୍- ୨୦୧୯

Published By : Prameya-News7 Bureau | December 09, 2019 IST

ନୂଆଦିଲ୍ଲୀ ୦୯।୧୨: ସଂସଦରେ ଆଗତ ହେଲା ନାଗରିକ ସଂଶୋଧନ ବିଲ୍  ବା CAB । ଲୋକସଭାରେ ବିଲ୍ ଆଗତ କଲେ ଗୃହ ମନ୍ତ୍ରୀ ଅମିତ ଶାହା । ବିଲ୍‌କୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିରୋଧ କରୁଛନ୍ତି । ଲୋକସଭାରେ ବିଲ୍ ପାସ ହେବା ପାଇଁ ଏନ୍‌ଡିଏ ପାଖରେ ସଂଖ୍ୟା ରହିଛି । କିନ୍ତୁ ରାଜ୍ୟସଭାରେ ବିଲ୍ ପାସ ହେବା ପାଇଁ ଅନ୍ୟଦଳର ସମର୍ଥନ ଆବଶ୍ୟକ ରହିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.