Wednesday, January 22, 2020

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସଂସଦରେ ଆଗତ ହେଲା ନାଗରିକ ସଂଶୋଧନ ବିଲ୍- ୨୦୧୯

ନୂଆଦିଲ୍ଲୀ ୦୯।୧୨: ସଂସଦରେ ଆଗତ ହେଲା ନାଗରିକ ସଂଶୋଧନ ବିଲ୍  ବା CAB । ଲୋକସଭାରେ ବିଲ୍ ଆଗତ କଲେ ଗୃହ ମନ୍ତ୍ରୀ ଅମିତ ଶାହା । ବିଲ୍‌କୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିରୋଧ କରୁଛନ୍ତି । ଲୋକସଭାରେ ବିଲ୍ ପାସ ହେବା ପାଇଁ ଏନ୍‌ଡିଏ ପାଖରେ ସଂଖ୍ୟା ରହିଛି । କିନ୍ତୁ ରାଜ୍ୟସଭାରେ ବିଲ୍ ପାସ ହେବା ପାଇଁ ଅନ୍ୟଦଳର ସମର୍ଥନ ଆବଶ୍ୟକ ରହିଛି ।   

266 Views

   ସମ୍ବନ୍ଧିତ ଖବର


Loading...