ଜେଲରେ ବିଚାରାଧୀନ କଏଦୀ କଲେ ଆତ୍ମହତ୍ୟା, ପକ୍ସୋ ଆଇନରେ ହୋଇଥିଲେ ଗିରଫ

Published By : Prameya-News7 Bureau | November 18, 2019 IST

କେନ୍ଦୁଝର୧୮|୧୧: କେନ୍ଦୁଝର ଜେଲ ଭିତରେ ଵିଚାରଧୀନ କଏଦୀର ଆତ୍ମହତ୍ୟା । ପୋକ୍ସୋ ଆଇନରେ ଵିଚାରଧୀନ ଥିବା କଏଦୀ ଜେଲରେ ଆଜି ସନ୍ଧ୍ୟାରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ଫ୍ୟାନରେ ଝୁଲିପଡି ସେ ଆତ୍ମହତ୍ୟା କରିଛନ୍ତି । 

{"id":186228,"sizeSlug":"large"}

ମୃତକ ହେଲେ ତେଲକୋଇ ଥାନା ଅଂଚଳର ପ୍ରଦୀପ ବେହେରା । ସେ ଗତ ଜୁନ ମାସରୁ ଏକ ପୋକ୍ସୋ ଆଇନ ବଳରେ ବିଚାରଧୀନ କଏଦୀ ଜୀବନ କଟୁଥିଲେ  । ଏହି ଆତ୍ମହତ୍ୟା ନେଇ ଜେଲ ପକ୍ଷରୁ ଟାଉନ ଥାନାରେ କେଶ ରୁଜୁ କରାଯାଇଛି । ଖବର ସଂଗ୍ରହ ସୁଦ୍ଧା ମୃତ ଦେହ କୁ ଜେଲ ହଜାତ ରୁ ବାହାରକୁ ଅଣା ଯାଇ ନାହିଁ ।

{"id":186229,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.