Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜେଲ୍‌ରେ ଆତ୍ମହତ୍ୟା ଉଦ୍ୟମ କଲେ ବିଚାରାଧୀନ କଏଦୀ

8/09/2019 at 2:42 PM

କଳାହାଣ୍ଡି ୮।୯: କଳାହାଣ୍ଡିରେ ଜଣେ ବିଚାରାଧୀନ କଏଦୀଙ୍କ କରାଗାରରେ ଆତ୍ମହତ୍ୟା ଉଦ୍ୟମ କରିଛି । ଗୁରୁତର କଏଦୀଙ୍କୁ ଧର୍ମଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଯୌତୁକ ଜନିତ ମାମଲାରେ ଅଭିଯୁକ୍ତ ଦିଗାମ୍ବର ଖମାରୀ ବ୍ଲେଡରେ ନିଜ ଅଣ୍ଡକୋଷ କାଟି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା କାରାଗାର ପକ୍ଷରୁ ସୂଚନା ମିଳିଛି ।

   Related Posts