ଦୁର୍ଦ୍ଦାନ୍ତ ବିଚାରାଧୀନ କଏଦୀ ଚକା ନାହାକର ମୃତ୍ୟୁ, ୨୦୧୬ରେ ପୋଲିସ କରିଥିଲା ଗୁଳିମାଡ
6/06/2019 at 9:34 AM

ବ୍ରହ୍ମପୁର୬|୬: ଆସିକା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ଚକା ନାହକର ମୄତ୍ୟୁ ହୋଇଛି। ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି। ୨୦୧୬ମସିହାରେ ଚକା ର ଦୁଇ ଗୋଡ଼ରେ ପୋଲିସ ଗୁଳି ମାଡ଼ କରିଥିଲା । କିଛି ଦିନ ହେଲା ଚକା ସୋରଡା ଭଞ୍ଜନଗର ସବଜେଲରେ ଡକାୟତି ମାମଲାରେ ବିଚାରଧୀନ କଏଦୀଭାବେ ରହିଆସୁଥିଲା ପୂର୍ବରୁ ମଧ୍ୟ ବହୁ ଅପରାଧିକ ମାମଲାରେ ବହୁ ଥାନା ରେ ରହିଛି। ଚକା ବ୍ରେନ ମେଲେରିଆ ଓ ପେଟରେ ଯନ୍ତ୍ରଣା ଯୋଗୁଁ କିଛି ଦିନ ବ୍ରହ୍ମପୁର ବଡ଼ ଡିକାଲରେ ଚକା ଚିକିତ୍ସା ହେଉଥିଲେ । ଆଜି ଚକାର ମୃତୁ ହୋଇଛି ।
Related Posts
ବେଆଇନ ସସ୍ କାରଖାନା ଉପରେ ଚଢାଉ, ଜଣେ ଗିରଫ
28 January 2021
ବେଆଇନ କଫ ସିରପ ଘଟଣାର ପର୍ଦ୍ଦାଫାଶ, ୨ ନିଶା ବେପାରୀ ଗିରଫ
28 January 2021
‘POCSO’ ଆଇନ କ’ଣ ? ଜାଣନ୍ତୁ ଏହାର ପ୍ରାବଧାନ
28 January 2021