୧୯ବର୍ଷରୁ କମ୍ ବିଶ୍ବକପ୍ କ୍ରିକେଟ୍ : ଆଜି ଭାରତ-ବାଂଲାଦେଶ ମଧ୍ୟରେ ଫାଇନାଲ୍ ମୁକାବିଲା

Published By : Prameya-News7 Bureau | February 09, 2020 IST

ନୂଆଦିଲ୍ଲୀ ୯।୨: ଆଜି ଖେଳାଯିବ ୧୯ ବର୍ଷରୁ କମ୍ ବିଶ୍ବକପ୍ କ୍ରିକେଟ୍ ଫାଇନାଲ୍ । ଫାଇନାଲରେ ଡିଫେଣ୍ଡି ଚାମ୍ପିଅନ୍ ଭାରତ ସହ ବାଂଲାଦେଶର ମୁକାବିଲା ହେବ । ଦୁଇ ଏସୀୟ ଟିମ୍ ମଧ୍ୟରେ ଏଥର ମୁକାବିଲା ହେବ ।

{"id":222120,"sizeSlug":"large"}

ପ୍ରଥମଥର ପାଇଁ ବାଂଲାଦେଶ ଫାଇନାଲକୁ ଯାଇଛି । ରବିବାର ସାଢେ ଗୋଟାଏ ବେଳେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଭାରତୀୟ ଟିମ୍ କୁ ଏଥର ଫେଭରିଟ୍ ବୋଲି ଧରାଯାଉଛି ।

{"id":222123,"sizeSlug":"large"}

ପୂର୍ବରୁ ଭାରତ ୨୦୦୦, ୨୦୦୮, ୨୦୧୨ ଓ ୧୦୧୮ ରେ ୧୯ ବର୍ଷରୁ କମ୍ ବିଶ୍ବକପ୍ ଚାମ୍ପିଅନ୍ ହୋଇଛି । ସେମିଫାଇନାଲରେ ପାକିସ୍ତାନ ବିରୋଧରେ ଅପରାଜିତ ଶତକ ମାରିଥିବା ଭାରତର ଯଶସ୍ବୀ ଜୟସ୍ବାଲଙ୍କ ଉପରେ ଫ୍ୟାନଙ୍କ ନଜର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.