Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ନିଜ ମା’କୁ ଦାଦା ସହ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲା ୬ବର୍ଷର ଶିଶୁ, ତାପରେ ଦାଦା କଲା ଏଭଳି କାଣ୍ଡ

31/08/2019 at 10:24 AM

ସୋନଭଦ୍ର ୩୧।୮: ଉତ୍ତରପ୍ରଦେଶ ସୋନଭଦ୍ର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି । ଦାଦା ତାର ୬ବର୍ଷର ଝିଆରୀକୁ ଗଳା କାଟି ହତ୍ୟା କରିଛି । ଶିଶୁଟି ନିଜ ମା’ ସହିତ ନିଜ ଦାଦାକୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲା । ଫଳରେ ଝିଆରୀକୁ ରାସ୍ତାରୁ ହଟାଇବା ପାଇଁ ଦାଦା ନିର୍ମମ ଭାବେ ହତ୍ୟା କରିଛି।

ସୂଚନାଯୋଗ୍ୟ ଯେ, ସୋନଭଦ୍ର ଜିଲ୍ଲାର ଜୁଗାଲି ଥାନା ଅଞ୍ଚଳରେ ରହୁଥିବା ପରିବାରର ମହିଳାଙ୍କ ତାଙ୍କ ଦିଅରଙ୍କ ସହ ଅବୈଧ ସଂପର୍କ ଥିଲା । ଶିଶୁଟି ନିଜ ମା ସହ ଦାଦାକୁ ଆପତ୍ତିଜନକ ଅବସ୍ଥାରେ ଦେଖିଦେଇଥିଲା । ଫଳରେ ସେ ସେଠାରୁ ପଳାଇବା ପାଇଁ ଚେଷ୍ଟା କରିଥିଲା । ଦୌଡି ପଳାଇବା ସମୟରେ ତାଙ୍କ ଦାଦା ଆସି ତାଙ୍କୁ ଧରିପକାଇଥିଲେ । କୁରାଢୀ ସାହାଯ୍ୟରେ ଶିଶୁଟିର ଗଳା କାଟି ହତ୍ୟା କରିଥିଲେ । ହତ୍ୟା କରିବା ପରେ ଅଭିଯୁକ୍ତ ଦାଦା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଫେରାର ଥିବା ଅଭିଯୁକ୍ତ ଦାଦାକୁ ଗିରଫ କରିଛି ପୋଲିସ ।

   Related Posts