Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ଭୂକମ୍ପରେ ଥରିଲା ମଣିପୁର ମାଟି, ଉଖରୁଲରେ ୪.୫ ତୀବ୍ରତାରେ କମ୍ପନ ଅନୁଭୂତ

9/07/2021 at 7:57 AM

ଉଖରୁଲ୯/୭: ଶୁକ୍ରବାର ସକାଳ ଉତ୍ତର-ପୂର୍ବ ରାଜ୍ୟ ମଣିପୁରର ଉଖରୁଲ ଭୂକମ୍ପ ଅନୁଭୂତ । ରିପୋର୍ଟ ଅନୁଯାୟୀ ରିକ୍ଟରେ ସ୍କେଲରେ ଏହାର ତୀବ୍ରତା ୪.୫ ଥିଲା । ସକାଳ ୫.୫୬ ରେ ଏହି ଭୂକମ୍ପ ଘଟିଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଏହି ସୂଚନା ଦେଇଛି । ବର୍ତ୍ତମାନ ସୂଚନା ଅନୁଯାୟୀ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଭୂକମ୍ପ ଦୃଷ୍ଟିରୁ ଉତ୍ତର-ପୂର୍ବ ଭାରତ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ।

ଜୁନ ୨୦ ରେ, ଉକ୍ରୁଲ ଉଖରୁଲ ୩.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା । ଶିରୁଇଠାରୁ ୨୦ କିଲୋମିଟର ଦୂରରେ ଉତ୍ତର-ପଶ୍ଚିମ ଭାଗରେ ଏହି ଭୂକମ୍ପ ଘଟିଥିବା ଏନସିଏସ୍ ସୂଚନା ଦେଇଛି । ଏଥି ସହିତ, ଏହାର ପ୍ରାୟ ଏକ ମାସ ପୂର୍ବରୁ, ମେ ୨୩ରେ, ଉଖରୁଲ ଜିଲ୍ଲାରେ ରବିବାର ବି ବୂମିକମ୍ପ ହୋଇଥିଲା । ସେହି ସମୟ ମଧ୍ୟରେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଇଥିଲା । ମେ ୧୫ରେ ମଧ୍ୟ ସମାନ ତୀବ୍ରତାର ଭୂକମ୍ପ ହୋଇଥିଲା ।

   Related Posts