Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଭାରତ ଆସିବେ ବିଜୟ ମାଲ୍ୟା ; ଲଣ୍ଡନରେ ସିବିଆଇ ଟିମ୍‌ର କସରତ

10/12/2018 at 11:13 AM

ନୂଆଦିଲ୍ଲୀ ୧୦|୧୨: ଅଗଷ୍ଟା ୱେଷ୍ଟଲାଣ୍ଡ ଭିବିଆଇପି ହେଲିକପ୍ଟର କାରବାର ମାମଲାରେ ଖ୍ରୀଷ୍ଟିଆନ ମିସେଲଙ୍କ ପ୍ରତ୍ୟର୍ପଣ ପରେ ଏବେ ପାଳି ଲିକର ବାରୋନ ବିଜୟ ମାଲ୍ୟାଙ୍କ ପାଳି । ୯ହଜାର କୋଟି ଟଙ୍କାର ଋଣ ଖିଲାପୀ ମାମଲା  ଦେଶରୁ ପଳାୟନ କରିଥିବା ବିଜୟ ମାଲ୍ୟାଙ୍କୁ ଭାରତକୁ ଆଣିବା ପାଇଁ ସିବିଆଇର ଏକ ଦଳ ଏବେ ଲଣ୍ଡନରେ ପହଞ୍ଚିଛି । ମାଲ୍ୟାଙ୍କ ପ୍ରତ୍ୟର୍ପଣ ନେଇ ଆଜି ଲଣ୍ଡନରେ ୱେଷ୍ଟ ମିନିଷ୍ଟର ଅଦାଲତରେ ଶୁଣାଣି ସମୟରେ ଉପସ୍ଥିତ ରହିବା ପାଇଁ ସିବିଆଇ ଯୁଗ୍ମ ନିର୍ଦେଶକ ଏସ ସାଇ ମନୋହରଙ୍କ ଏକଦଳ ଲଣ୍ଡନରେ ପହଞ୍ଚିଛନ୍ତି। ମନୋହରଙ୍କ ସାଥିରେ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟରେ ଦୁଇ ଜଣ ଅଧିକାରୀ ବ୍ରିଟେନ ଯାଇଛନ୍ତି । ତାଙ୍କ ପ୍ରତି ସିବିଆଇର ଲୁକ୍ ଆଉଟ ନୋଟିସରେ କୋହଳ କରିବାର ଫାଇଦା ନେଇ ୨୦୧୬ମାର୍ଚ୍ଚ ମାସରେ ବ୍ରିଟେନକୁ ପଳାୟନ କରିଛନ୍ତି ବିଜୟ ମାଲ୍ୟା । ସେବେଠାରୁ ଭାରତୀୟ ଅଧିକାରୀ ମାଲ୍ୟାଙ୍କୁ ଦେଶକୁ ଆଣିବା ଲାଗି ଚଳାଇଛନ୍ତି କସରତ।

   Related Posts