Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ୟୁଜିସି ଜାରି କଲା ନକଲି ବିଶ୍ବିଦ୍ୟାଳୟର ତାଲିକା : ଶୀଘ୍ର ଦେଖନ୍ତୁ, ରହିଛି ଓଡିଶାର ଦୁଇଟି ନାଁ

20/08/2019 at 12:29 PM

ନୂଆଦିଲ୍ଳୀ ୨୦/୮: ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ୨୦୧୯ମସିହାରେ ଭାରତରେ ଥିବା ନକଲି ବିଶ୍ବବିଦ୍ୟାଳୟର ତାଲିକା ଜାରି କରିଛି। ଚଳିତ ବର୍ଷ ମଧ୍ୟ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ନକଲି ବିଶ୍ବ ବିଦ୍ୟାଳୟର ତାଲିକା ଜାରି କରିଛି। ନକଲି ବିଶ୍ବବିଦ୍ୟାଳୟର ଏହି ତାଲିକାରେ ୮ଟି ବିଶ୍ବବିଦ୍ୟାଳୟ ହେଉଛି ଉତ୍ତରପ୍ରଦେଶର ଏବଂ ୭ଟି ଦିଲ୍ଲୀର। ଏହି ସୂଚୀରେ ଭାରତର ମୋଟ ୨୩ଟି ବିଶ୍ବବିଦ୍ୟାଳୟ ରହିଛି। ଏଥିରେ ୨ଟି ବିଶ୍ବବିଦ୍ୟାଳୟ ଓଡ଼ିଶାର ମଧ୍ୟ ସାମିଲ ରହିଛି। ନକଲି ବିଶ୍ବବିଦ୍ୟାଳୟର ତାଲିକାଗୁଡ଼ିକ ହେଲା :

୧.ଉତ୍ତର ପ୍ରଦେଶ : ୧. ନ୍ୟାସନାଲ ୟୁନିଭର୍ସିଟି ଅଫ ଇଲେକ୍ଟ୍ରୋ କମ୍ପଲେକ୍ସ ହୋମିଓପାଥି,କାନପୁର

୨. ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୟୁନିଭର୍ସିଟି(ଓପନ ୟୁନିଭର୍ସିଟି)

୩.ଅଲିଗଡ଼ ଉତ୍ତରପ୍ରଦେଶ ବିଶ୍ବବିଦ୍ୟାଳୟ,କୋସି କଲାନ,ମଥୁରା

୪.ମହାରାଣା ପ୍ରତାପ ଶିକ୍ଷା ନିକେତନ ବିଶ୍ବବିଦ୍ୟାଳୟ,ପ୍ରତାପଗଡ଼

୫. ବରାଣସ୍ୟ ସଂସ୍କୃତ ବିଶ୍ବବିଦ୍ୟାଳୟ

୬. ବାରାଣାସୀ ମହିଳା ଗ୍ରାମ ବିଦ୍ୟାପୀଠ,ଇଲାହାବାଦ

୭.ଗାନ୍ଧୀ ହିନ୍ଦୀ ବିଦ୍ୟାପୀଠ,ପ୍ରୟାଗ,ଇଲାହାବାଦ

୮. ଇନ୍ଦ୍ରପ୍ରସ୍ଥ ଶିକ୍ଷା ପରିଷଦ,ଇଣ୍ଡଷ୍ଟ୍ରିଆଲ ଏରିୟା,କୋଡ

ଦିଲ୍ଲୀ ୧.ଏଡିଆର-ସେଣ୍ଟ୍ରିକ୍ ଜ୍ୟୁରିଡିକାଲ ୟୁନିଭର୍ସିଟି

୨. ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଙ୍ଗ

୩. ବିଶ୍ବକର୍ମା ଓପନ ୟୁନିଭର୍ସିଟି ଫର ସେଲ୍ଫ ଏମ୍ପ୍ଲଏମେଣ୍ଟ

୪. କମର୍ସିଆଲ ୟୁନିଭର୍ସିଟି ଲିମିଟେଡ,ଦରିୟାଗଞ୍ଜ

୫. ୟୁନିଭର୍ସିଟି ନେସନ ୟୁନିଭର୍ସିଟି

୬. ଭୋକେସନାଲ ୟୁନିଭର୍ସିଟି

୭. ଆଧ୍ୟାତ୍ମିକ ବିଶ୍ବବିଦ୍ୟାଳୟ

ଓଡ଼ିଶା : ୧. ନବଭାରତ ଶିକ୍ଷା ପରିଷଦ,ଅନ୍ନପୂର୍ଣ୍ଣା ଭବନ,ରାଉରକେଲା

୨. ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ ଆଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି

ପଶ୍ଚିମବଙ୍ଗ : ୧. ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଅଲଟରନେଟିଭ ମେଡିସିନ ,କୋଲକାତା

୨. ଇନଷ୍ଟିଚ୍ୟୁଟ ଅଫ ଅଲଟରନେଟିଭ ମେଡିସିନ ଆଣ୍ଡ ରିସର୍ଚ୍ଚ, କୋଲକାତା

କର୍ଣ୍ଣାଟକ ୧. ବଡ଼ଗାନ୍ବୀ ସରକାର ଓ୍ବାଲ୍ଡ଼ ଓପନ ୟୁନିଭର୍ସିଟି ଏଜୁକେସନ ସୋସାଇଟି

୨. ବେଲଗାମ ସେଣ୍ଟ ଜନ୍ସ ୟୁନିଭର୍ସିଟି,କିଶନଟ୍ଟମ

ମହାରାଷ୍ଟ୍ର : ୧. ରାଜା ଅରେବିକ୍ ୟୁନିଭର୍ସିଟି ,ନାଗପୁର

ପୁଡୁଚେରୀ : ୧. ଶ୍ରୀ ବୋଧି ଏକାଡେମୀ ଅଫ୍ ହାୟର ଏଜୁକେସନ

   Related Posts