ନିଜ ହାତରୁ ଖର୍ଚ୍ଚ କରି ସମସ୍ୟା ସମାଧାନ କରୁଛନ୍ତି ଉଦୟ ନଗର ଏବଂ ଶକ୍ତି ନଗରବାସୀ

Published By : Prameya-News7 Bureau | July 31, 2018 IST

ବାଲେଶ୍ବର ଅଙ୍ଗାରଗଡ଼ିଆ ମୌଜାରେ ରହିଛି ଉଦୟ ନଗର ଏବଂ ଶକ୍ତି ନଗର । ଦୀର୍ଘ ବର୍ଷ ହେବ ଏଠାକାର ବାସିନ୍ଦା ନାନା ସମସ୍ୟା ଦେଇ ଗତି କରନ୍ତି । ପିଇବା ପାଣିର କି ରାସ୍ତା ଘାଟର ସୁବିଧା ନାହିଁ । ଅଭିଯୋଗ କଲେ ବି ଫଳ ଘର ଶୂନ । ନିଜ ହାତରୁ ଖର୍ଚ୍ଚ କରି ସମସ୍ୟା ସମାଧାନ କରନ୍ତି ଏମାନେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.