ଫିଲିପାଇନ୍ସରେ ସୁପର ଟାଇଫୁନ ମାଙ୍ଗଖୁଟର ତାଣ୍ଡବ

Published By : Prameya-News7 Bureau | September 16, 2018 IST

ଫିଲିପାଇନ୍ସ ୧୬|୯: ଫିଲିପାଇନ୍ସରେ ସୁପର ଟାଇଫୁନ ମାଙ୍ଗଖୁଟର ତାଣ୍ଡବ । ଶନିବାର ଫିଲିଫାଇନ୍ସରେ ସ୍ଥଳଭାଗ ଛୁଇଁଥିଲା ମାଙ୍ଗଖୁଟ । ଏହା ଫଳରେ ଘଣ୍ଟାପ୍ରତି ୨୧୩ କିମି ବେଗରେ ପବନ ବେ।ହିଥିଲା । ଏଥିରେ ୧୪ରୁ ଅଧିକ ଲେ।କଙ୍କର ମୃତ୍ୟୁ ହେ।ଇଛି । ପାଖାପାଖି ୫.୨ ନିୟୁତ ଲେ।କ ପ୍ରଭାବିତ ହେ।ଇଛନ୍ତି । ଏହାର ପ୍ରଭାବରେ ୫୧ଟି ସ୍ଥାନରେ ଭୂସ୍ଖଳନ ହେ।ଇଛି । ଏହି ଟାଇଫୁନ ଯେ।ଗୁଁ ଫିଲିପାଇନ୍ସର ଅନେକ ଅଞ୍ଚଳରେ ଯେ।ଗାଯେ।ଗ, ବିଦ୍ୟୁତ ଯେ।ଗାଣ ବ୍ୟବସ୍ଥା ବ୍ୟାହତ ହେ।ଇଛି । ଏବେ ସୁପର ଟାଇଫୁନ ମାଙ୍ଗଖୁଟ ହଂକଂ ଚୀନ ମୁହାଁ ହେ।ଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.